Dictionaries | References

ଭଲ

   
Script: Odia

ଭଲ

ori.wordnet.indo | Oriya  Oriya |   | 
 adjective  ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ   Ex. ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
MODIFIES NOUN:
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
 noun  କୌଣସି ଜିନିଷର ଉକ୍ତୃଷ୍ଟତାକୁ ଜାଣିବା ଅବସ୍ଥା ବା ଭାବ   Ex. ସେହି ପାଠଶାଳା ତା’ର ଭଲ ଶିକ୍ଷାଦାନପାଇଁ ଜଣାଶୁଣା
ONTOLOGY:
गुण (Quality)अमूर्त (Abstract)निर्जीव (Inanimate)संज्ञा (Noun)
 adjective  ଯାହା ଭଙ୍ଗା ବା ଖରାପ ନ ହୋଇ ଭଲ ଅବସ୍ଥାରେ ଥାଏ   Ex. ମୁଁ ଏକ ପୁରୁଣା କିନ୍ତୁ ଭଲ କାର କିଣିବି
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
Wordnet:
kanಒಳ್ಳೆಯ ಸ್ಥಿತಿಲ್ಲಿರುವ
malനല്ല അവസ്ഥയിലുളള
mniꯇꯦꯛ꯭ꯀꯥꯏꯗꯕ
panਠੀਕ ਠਾਕ
urdدرست , ٹھیک , صحیح , ٹھیک ٹھاک , فٹ , عمدہ , اچھا
 adverb  ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ   Ex. ଆଜି ସଚିନ୍ ଭଲ ଖେଳିଲା
ONTOLOGY:
रीतिसूचक (Manner)क्रिया विशेषण (Adverb)
SYNONYM:
Wordnet:
 adjective  ଯେ ସବୁ ପ୍ରକାରରେ ଭଲ ଅବସ୍ଥାରେ ଥାଏ   Ex. ମୁଁ ଭଲରେ ଅଛି୤ଆପଣ କେମିତି ଅଛନ୍ତି?
MODIFIES NOUN:
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
SYNONYM:
ଠିକ୍ ଠାକ୍
Wordnet:
urdاچھا , بہتر , ٹھیک , عمدہ , ٹھیک ٹھاک , بڑھیا
 adjective  ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ   Ex. ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି/ ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
SYNONYM:
Wordnet:
urdاچھا , بہتر , شاندار , عمدہ
 adverb  ଭଲ ହେବ ଯେ   Ex. ଘା ଧୋଇବାପାଇଁ ଆପଣ ଭଲ ଗୁଣକାରୀ ପାଣି ବ୍ୟବହାର କରନ୍ତୁ
ONTOLOGY:
रीतिसूचक (Manner)क्रिया विशेषण (Adverb)
Wordnet:
panਚੰਗਾ ਹੋਵੇ ਕਿ
urdبہترہےکہ , درست ہےکہ , مناسب ہےکہ , اچھاہےکہ
   see : ହିତ, ସଜ୍ଜନ, ଶୁଦ୍ଧ, ଗୁଣବତ୍ତାଯୁକ୍ତ, କଲ୍ୟାଣ, ଉପକାର, ସ୍ୱାଦିଷ୍ଟ, ବଢ଼ିଆ, ବହୁତ ଭଲ, ଶୁଭ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP