Dictionaries | References

ବିଦ୍ୟାଳୟ

   
Script: Odia

ବିଦ୍ୟାଳୟ

ori.wordnet.indo | Oriya  Oriya |   | 
 noun  ଯେଉଁ ସ୍ଥାନରେ ବିଦ୍ୟାପ୍ରଦାନ କରାଯାଏ   Ex. ଆମ ବିଦ୍ୟାଳୟରେ ବାରଟି କକ୍ଷ ଅଛି
HOLO MEMBER COLLECTION:
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
 noun  ଯେଉଁ ସ୍ଥାନରେ ପ୍ରାଥମିକ, ମାଧ୍ୟମିକ, ବା ଉଚ୍ଚମାଧ୍ୟମିକ ସ୍ତରର ଔପଚାରିକ ଶିକ୍ଷା ଦିଆଯାଏ   Ex. ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଶିକ୍ଷା ଦିଆଯାଏ
HYPONYMY:
ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
 noun  କୌଣସି ଶିକ୍ଷା ପ୍ରଦାନ କରାଯାଉଥିବା ସଂସ୍ଥାର ଶିକ୍ଷକ ଓ ଛାତ୍ରଛାତ୍ରୀ   Ex. ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଅତି ଧୁମଧାମରେ ପାଳନ କରାଗଲା
ONTOLOGY:
समूह (Group)संज्ञा (Noun)
Wordnet:
kasسَکول , مَدرَسہ
urdاسکول , کالج
 noun  ଏକ ଶୈକ୍ଷିକ ସଂସ୍ଥା ବା ଶିକ୍ଷା ଦେଉଥିବା ସଂସ୍ଥା   Ex. ଏହି ବିଦ୍ୟାଳୟର ସ୍ଥାପନା ଚାରି ବର୍ଷ ପୂର୍ବେ ହୋଇଥିଲା
ONTOLOGY:
समूह (Group)संज्ञा (Noun)
   see : ସ୍କୁଲ, ସ୍କୁଲ୍

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP