Dictionaries | References

ପୂର୍ଣ୍ଣିମା

   
Script: Odia

ପୂର୍ଣ୍ଣିମା

ori.wordnet.indo | Oriya  Oriya |   | 
 noun  ଚାନ୍ଦ୍ର ମାସର ଶୁକ୍ଳ ପକ୍ଷର ଶେଷ ତିଥି ଯେଉଁଥିରେ ଚନ୍ଦ୍ରମା ନିଜର ସବୁ କଳା ଯୁକ୍ତ ହୋଇ ସପୂର୍ଣ୍ଣ ଦୃଶ୍ୟ ହୁଏ   Ex. ପୂର୍ଣ୍ଣିମାର ଜହ୍ନ ଖୁବ୍‌ ଆକର୍ଷକ
HYPONYMY:
ବୈଶାଖ ପୂର୍ଣ୍ଣୀମା ଚୈତ୍ର ପୂର୍ଣ୍ଣିମା ଯକ୍ଷରାତ୍ରି କୁମାର ପୂର୍ଣ୍ଣିମା ଗହ୍ମାପୂର୍ଣ୍ଣିମା ମହାକାର୍ତ୍ତିକ ତୈଷୀ ମାଘୀ ଭାଦ୍ରପୂର୍ଣ୍ଣିମା ଆଶ୍ୱିନ ପୂର୍ଣ୍ଣିମା ଫାଲ୍‌ଗୁନ ପୂର୍ଣ୍ଣିମା ଗୁରୁ ପୂର୍ଣ୍ଣିମା ବଟ ପୂର୍ଣ୍ଣିମା
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
 noun  କଳାଙ୍କ ଗର୍ଭରୁ ଉତ୍ପନ୍ନ ମରୀଚି ଋଷିଙ୍କ ଜଣେ ପୁତ୍ର   Ex. ପୂର୍ଣ୍ଣିମା କଶ୍ୟପଙ୍କ ଛୋଟ ଭାଇ ଥିଲେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP