Dictionaries | References

ପକ୍ଷ

   
Script: Odia

ପକ୍ଷ     

ori.wordnet.indo | Oriya  Oriya
noun  ଚାନ୍ଦ୍ରମାସର ପନ୍ଦର ପନ୍ଦର ଦିନର ଦୁଇ ବିଭାଗ ମଧ୍ୟରୁ କୌଣସି ଏକ ଭାଗ   Ex. ଭଗବାନ କୃଷ୍ଣଙ୍କ ଜନ୍ମ କୃଷ୍ଣ ପକ୍ଷର ଅଷ୍ଟମୀରେ ହୋଇଥିଲା
HOLO COMPONENT OBJECT:
ମାସ
HYPONYMY:
କୃଷ୍ଣପକ୍ଷ ଶୁକ୍ଳ ପକ୍ଷ
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ପଖ
Wordnet:
bdदानखाउसे
gujપક્ષ
hinपक्ष
kanಪಕ್ಷ
kasپَچھ
malപകുതി
marपंधरवडा
mniꯊꯥꯈꯥꯏ
tamபக்ஷம்
telపక్షం
urdپندرہ واڑہ , پکھواڑہ , پَکھ
noun  ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା   Ex. ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
HYPONYMY:
ମୟୂରପର
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ପର ପୁଚ୍ଛ
Wordnet:
gujપિચ્છ
hinपंख
kasتیٖرِ
kokपांख
malതൂവല്
marपीस
sanपक्षः
tamஇறக்கை
telనెమలి
urdپر , پنکھ , بازو
noun  କୌଣସି ବିଷୟରେ ଦୁଇ ବା ଅଧିକ ପରସ୍ପର ବିରୋଧୀ ତତ୍ତ୍ୱ, ସିଦ୍ଧାନ୍ତ ଅଥବା ଦଳରୁ କୌଣସି ଗୋଟିଏ   Ex. ଆପଣ କେଉଁ ପକ୍ଷରେ ଅଛନ୍ତି?
ONTOLOGY:
भाग (Part of)संज्ञा (Noun)
Wordnet:
urdجانب , طرف , بازو
noun  ଯେଉଁ କଥାକୁ କେହି ପ୍ରମାଣ କରିବାକୁ ଚାହେଁ ବା ଯାହାର ଆଉ କାହା ସହିତ ବିରୋଧ ହୁଏ ବା ହୋଇପାରେ   Ex. ଆପଣ ପ୍ରଥମେ ଆପଣଙ୍କର ପକ୍ଷ ଜଜଙ୍କ ସାମ୍ନାରେ ରଖନ୍ତୁ
ONTOLOGY:
अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kasپہلوٗ
kokम्हण्णें
urdمدعا , نقطہٴنظر , پہلو
noun  ଯେଉଁ ବ୍ୟକ୍ତି ନ୍ୟାୟାଳୟର ମୋକଦ୍ଦମାରେ ସାମିଲ୍ ଥାଆନ୍ତି   Ex. ଆଜି ଅଦାଲତରେ ପ୍ରଥମ ପକ୍ଷ ଅନୁପସ୍ଥିତ ଥିଲେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
SYNONYM:
ପାର୍ଟି
Wordnet:
kanಪಕ್ಷ
kasپارٹی
panਪਾਰਟੀ
sanवादी
telపార్టీ
urdپارٹی , فریق
noun  କୌଣସି କଥା, କାମ ଆଦିର ସମର୍ଥନ   Ex. ମୁଁ ଏହି କାମକରିବାର ପକ୍ଷରେ ନୁହେଁ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
panਪੱਖ
sanपक्षः
urdحق
noun  ଝଗଡା କରୁଥିବା ବା ମକଦ୍ଦମା ଲଢୁଥିବା ଦଳ ବା ପକ୍ଷମାନଙ୍କ ମଧ୍ୟରୁ ପ୍ରତ୍ୟେକ   Ex. ସେ ବି ସେହି ମକଦ୍ଦମାରେ ପକ୍ଷ ଥିଲେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
Wordnet:
benপক্ষকার
sanपक्षकारः
See : ପର, ଦଳ, ପକ୍ଷପାତ, ଶରପକ୍ଷ, ଦିଗ, ତରଫ, ଡେଣା, ଦିଗ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP