Dictionaries | References

ଦୃଷ୍ଟି

   
Script: Odia

ଦୃଷ୍ଟି

ori.wordnet.indo | Oriya  Oriya |   | 
 noun  ସେହି ବୃତ୍ତି ବା ଶକ୍ତି ଯେଉଁଥିରେ ମନୁଷ୍ୟ ବା ଜୀବ ସବୁ ଜିନିଷ ଦେଖି ପାରନ୍ତି   Ex. ଶାଗୁଣାର ଦୃଷ୍ଟି ବହୁତ ତେଜ୍ ହୋଇଥାଏ
ONTOLOGY:
बोध (Perception)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଦେଖିବା କ୍ରିୟା ବା ଢଙ୍ଗ   Ex. ତାଙ୍କ ଦୃଷ୍ଟିରୁ ହିଁ ଆମେ ବୁଝିଗଲୁ ଯେ ସେ ବହୁତ ରାଗରେ ଅଛନ୍ତି/ ତାର ଚଞ୍ଚଳ ଦୃଷ୍ଟିପାତ ଭାରି ମୋହକ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଆଖିର ଦୃଷ୍ଟି-କ୍ଷେତ୍ର ବା ଦୃଷ୍ଟି-ସୀମା ବା ଯେଉଁ ପର୍ଯ୍ୟନ୍ତ ଆଖିକୁ ଦେଖାଯାଏ   Ex. ସେ ମୋ ଦୃଷ୍ଟିସୀମାରୁ ବାହାରି ନଯିବା ପର୍ଯ୍ୟନ୍ତ ମୁଁ ତାଙ୍କୁ ଦେଖୁଥିଲି
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
 noun  କାହା ଉପରେ ଦିଆଯାଉଥିବା ଧ୍ୟାନ   Ex. ଆମେରିକାର ଦୃଷ୍ଟି ବିଶ୍ବର ପ୍ରତ୍ୟେକ ଦେଶ ଉପରେ ରହିଛି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
Wordnet:
urdنظر
   see : ଦୃଷ୍ଟି କୋଣ, ଦୃଷ୍ଟିବୋଧ, ନଜର

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP