Dictionaries | References

ଗାଡ଼ି

   
Script: Odia

ଗାଡ଼ି

ori.wordnet.indo | Oriya  Oriya |   | 
 noun  ଲୋକ ବା ଆସବାବପତ୍ରକୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନରେ ପହଞ୍ଚାଉଥିବା ଏକପ୍ରକାର ବାହନ ଯାହା ଅଧିକାଂଶତଃ ଚକଲଗା ହୋଇଥାଏ   Ex. ଆମେ ଚାରିଛକ ଉପରେ ଛିଡ଼ାହୋଇ କୌଣସି ଗାଡ଼ି ଆସିବା ନିମନ୍ତେ ଅପେକ୍ଷା କରୁଥିଲୁ
HYPONYMY:
ଯାତ୍ରୀବାହୀ ଗାଡ଼ି ଟ୍ୟାଙ୍କ ଟ୍ରାମ୍ ଦୁଇଚକିଆ ବାହାନ ଟ୍ରାକ୍ଟର ଶଗଡ଼ ସ୍ଲେଜ ଓଟଟଣା ଗାଡ଼ି ମଇଁଷିଗାଡ଼ି ତୋପବୁହା ଗାଡ଼ି ଶଗଡ଼ ଗାଡ଼ି ଏକଚକିଆ ଗାଡ଼ି ଦୁଇଚକିଆ ଗାଡ଼ି ତିନିଚକିଆ ଗାଡ଼ି ଚାରିଚକିଆ ଗାଡ଼ି ଟ୍ୟାଙ୍କର ତୋପଗାଡ଼ି ଦମକଳ ଗାଡି ଶଗଡି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP