Dictionaries | References

କଳା

   
Script: Odia

କଳା     

ori.wordnet.indo | Oriya  Oriya
noun  ଚନ୍ଦ୍ରମା ବା ତାହାର ଜ୍ୟୋତିର ଷୋହଳତମ ଭାଗ ବା ଅଂଶ   Ex. ପୂର୍ଣ୍ଣିମାର ଚନ୍ଦ୍ରମା ନିଜର ଷୋହଳ କଳାରେ ଯୁକ୍ତ ହୋଇଥାଏ
ONTOLOGY:
भाग (Part of)संज्ञा (Noun)
SYNONYM:
ଚନ୍ଦ୍ରକଳା ଚନ୍ଦ୍ରରେଖା ଶଶୀରେଖା ଶଶୀରେଖ ଶଶୀକଳା
Wordnet:
benকলা
gujકળા
hinकला
kanಚಂದ್ರಕಲೆ
kokकळा
malകൃത്യമായ തൂക്കം
marचंद्रकला
panਕਲਾ
sanकला
tamகலை
telచంద్రవంక
urdفن , کلا , ہنر , سلیقہ
noun  କୌଣସି କାର୍ଯ୍ୟକୁ ଭଲରେ କରିବାର କୌଶଳ ବିଶେଷତଃ ଏପରି କାର୍ଯ୍ୟ ଯାହାର ପୂର୍ଣ୍ଣାଙ୍ଗ ନିମନ୍ତେ ଜ୍ଞାନ ବ୍ୟତୀତ କୌଶଳ ଓ ଅଭ୍ୟାସ ଆବଶ୍ୟକତା ପଡ଼େ   Ex. ତାଙ୍କ କଳାକୁ ସମସ୍ତେ ମାନନ୍ତି
HYPONYMY:
ଅଭିନୟ ଲେଖନ ଶୈଳୀ ସଙ୍ଗୀତ ଚିତ୍ରକଳା ଧନୁର୍ବିଦ୍ୟା ପେଚ ଭାଷା ଶୈଳୀ ହଠଯୋଗ ଠଗବିଦ୍ୟା ନାଟ୍ୟକଳା ବାସ୍ତୁକଳା ଶିଳ୍ପବିଦ୍ୟା ସର୍ଟହ୍ୟାଣ୍ଡ ସୁନ୍ଦର ହସ୍ତଲିଖନ କାରୁକାର୍ଯ୍ୟ ଅପବିଦ୍ୟା ତଲୱାର ଚାଳନା କୌଚୁମାର ବିଦ୍ୟା ବାନ୍ଧକଳା ମୋଜାଇକ ଶିଳ୍ପକଳା
ONTOLOGY:
गुण (Quality)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ହୁନ୍ଦର ବିଦ୍ୟା
Wordnet:
asmকলা
bdआरिमु
benশিল্প প্রতিভা
gujકળા
hinकला
kanಕಲೆ
kasہۄنَر
kokकला
malകല
marकला
mniꯃꯍꯩ
nepकला
panਕਲਾ
sanललितकला
telకళ
urdفن , ہنر , آرٹ , علم
adjective  ଯେଉଁ ବ୍ୟକ୍ତି ଶ୍ୱେତ ବା ଗୋରା ନୁହେଁ   Ex. ଇଂରେଜମାନେ କଳାଲୋକଙ୍କ ଉପରେ ବହୁତ ଜୁଲୁମ୍‌ କରିଥିଲେ
MODIFIES NOUN:
ବ୍ୟକ୍ତି ବସ୍ତୁ
ONTOLOGY:
रंगसूचक (colour)विवरणात्मक (Descriptive)विशेषण (Adjective)
SYNONYM:
ଶ୍ୱେତହୀନ ଅଶ୍ୱେତ
Wordnet:
bdगोसोम
benঅশ্বেতাঙ্গ
hinअश्वेत
kanಕಪ್ಪು ವರ್ಣದ
kasکرٛہُن
kokकाळो
malകറുപ്പുനിറം ഉള്ള
marकाळा
mniꯑꯃꯨꯕ
nepअश्‍वेत
panਅਸ਼ਵੇਤ
sanकृष्णवर्णीय
tamகருமையான
telనల్లని
urdکالا , سیاہ ,
adjective  କଜ୍ୱଳ ବା କୋଇଲା ରଙ୍ଗର   Ex. ଏକଥା ଶୁଣିଲା ମାତ୍ରେ ସୋହନର ମୁହଁ କଳା ପଡ଼ିଗଲା
MODIFIES NOUN:
ଜୀବ ବସ୍ତୁ
ONTOLOGY:
रंगसूचक (colour)विवरणात्मक (Descriptive)विशेषण (Adjective)
SIMILAR:
କଳା
SYNONYM:
କୃଷ୍ଣ ଶ୍ୟାମ ଅଶ୍ୱେତ
Wordnet:
asmকʼলা
bdगोसोम
benকালা
gujકાળું
hinकाला
kanಕಡುನೀಲಿ
kasکرٛہُن
kokकाळें
malകറുപ്പ്
marकाळा
mniꯃꯨꯕ
nepकालो
sanकृष्ण
tamகருத்த
telనల్లని
noun  ଧୂଆଁ ଜମିଯିବା କାରଣରୁ କଳା ପଡ଼ିଯାଇଥିବା ଅଂଶ   Ex. କାନ୍ଥ ଉପରେ ଲାଗିଥିବା କଳାକୁ ସଫା କରିଦିଅ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
SYNONYM:
କାଳିମା କଳାଂଶ
Wordnet:
asmএলান্ধু
bdगारमाय
gujમેશ
hinकालिख
kanಮಸಿ
kasکوٚز
kokघस
marकाजळी
panਕਾਲਖ
tamகருமை
telపొగచూరు
urdکالک
noun  ମରୀଚି ଋଷିଙ୍କ ପତ୍ନୀ ଯିଏ କର୍ଦମ ଋଷି ଓ ଦେବହୂତିଙ୍କ କନ୍ୟା ଥିଲେ   Ex. କଶ୍ୟପ ମୁନି କଳାଙ୍କ ଗର୍ଭରୁ ଉତ୍ପନ୍ନ ହୋଇଥିଲେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
noun  ଏକ ବର୍ଣ୍ଣବୃତ୍ତ   Ex. କଳାର ପ୍ରତ୍ୟେକ ଚରଣରେ ଏକ ଭଗଣ ଓ ଏକ ଗୁରୁ ଥାଏ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
See : କଳା କୃତି, କଜ୍ଜ୍ୱଳ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP