Dictionaries | References

ଆଣିବା

   
Script: Odia

ଆଣିବା

ori.wordnet.indo | Oriya  Oriya |   | 
 verb  ନେଇକି ଆସିବା   Ex. ବାପା ଆମ୍ବ ଆଣିଲେ
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା   Ex. ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  ମୂଳ ସ୍ଥିତିକୁ ଆଣିବା ବା ପୂର୍ବରୁ ହେଲାଭଳି କରିବା   Ex. ସରକାର ଏହି ଜଙ୍ଗଲକୁ ଏହାର ମୂଳଅପରିବର୍ତ୍ତିତ ଅବସ୍ଥାକୁ ଆଣିବେ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ପୂର୍ବରୁ ହେଲାଭଳି କରିବା ମୂଳ ସ୍ଥିତିକୁ ଆଣିବା ପୂର୍ବାବସ୍ଥାକୁ ଆଣିବା
Wordnet:
benনিয়ে আসা
kasنیہِ بناوُن , نَیہِ سَرٕ بناوُن , نٔو ترتیٖب دِنۍ
malരൂപം പ്രാപിച്ച അവസ്ഥയിൽ നിർമ്മിക്കുക
urdلانا , پہلےجیساکرنا
 noun  କୌଣସି ବସ୍ତୁ, ବ୍ୟକ୍ତି ଆଦିକୁ ଯେକୌଣସି ସ୍ଥାନରୁ ନେଇଆସିବାର କ୍ରିୟା   Ex. ବଜାରରୁ ଦୁଧ ଆଣିବାରେ ମୋର ଡେରିହୋଇଗଲା
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP