|
adjective ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
Ex. ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
ONTOLOGY: गुणसूचक (Qualitative) ➜ विवरणात्मक (Descriptive) ➜ विशेषण (Adjective) Wordnet: mniꯑꯐꯕ urdنیک , رحم دل , شریف , اچھا , بھلا , بامروت noun କୌଣସି ଜିନିଷର ଉକ୍ତୃଷ୍ଟତାକୁ ଜାଣିବା ଅବସ୍ଥା ବା ଭାବ
Ex. ସେହି ପାଠଶାଳା ତା’ର ଭଲ ଶିକ୍ଷାଦାନପାଇଁ ଜଣାଶୁଣା
ONTOLOGY: गुण (Quality) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) adjective ଯାହା ଭଙ୍ଗା ବା ଖରାପ ନ ହୋଇ ଭଲ ଅବସ୍ଥାରେ ଥାଏ
Ex. ମୁଁ ଏକ ପୁରୁଣା କିନ୍ତୁ ଭଲ କାର କିଣିବି
ONTOLOGY: अवस्थासूचक (Stative) ➜ विवरणात्मक (Descriptive) ➜ विशेषण (Adjective) Wordnet: mniꯇꯦꯛ꯭ꯀꯥꯏꯗꯕ urdدرست , ٹھیک , صحیح , ٹھیک ٹھاک , فٹ , عمدہ , اچھا adverb ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
Ex. ଆଜି ସଚିନ୍ ଭଲ ଖେଳିଲା
ONTOLOGY: रीतिसूचक (Manner) ➜ क्रिया विशेषण (Adverb) Wordnet: mniꯐꯖꯕ urdبہتر , اچھا , عمدہ adjective ଯେ ସବୁ ପ୍ରକାରରେ ଭଲ ଅବସ୍ଥାରେ ଥାଏ
Ex. ମୁଁ ଭଲରେ ଅଛିଆପଣ କେମିତି ଅଛନ୍ତି?
ONTOLOGY: गुणसूचक (Qualitative) ➜ विवरणात्मक (Descriptive) ➜ विशेषण (Adjective) Wordnet: urdاچھا , بہتر , ٹھیک , عمدہ , ٹھیک ٹھاک , بڑھیا adjective ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
Ex. ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି/ ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
ONTOLOGY: अवस्थासूचक (Stative) ➜ विवरणात्मक (Descriptive) ➜ विशेषण (Adjective) Wordnet: urdاچھا , بہتر , شاندار , عمدہ adverb ଭଲ ହେବ ଯେ
Ex. ଘା ଧୋଇବାପାଇଁ ଆପଣ ଭଲ ଗୁଣକାରୀ ପାଣି ବ୍ୟବହାର କରନ୍ତୁ
ONTOLOGY: रीतिसूचक (Manner) ➜ क्रिया विशेषण (Adverb) Wordnet: urdبہترہےکہ , درست ہےکہ , مناسب ہےکہ , اچھاہےکہ see : ହିତ, ସଜ୍ଜନ, ଶୁଦ୍ଧ, ଗୁଣବତ୍ତାଯୁକ୍ତ, କଲ୍ୟାଣ, ଉପକାର, ସ୍ୱାଦିଷ୍ଟ, ବଢ଼ିଆ, ବହୁତ ଭଲ, ଶୁଭ
|