(ରେଖାଗଣିତରେ ଅଙ୍କିତ କରାଯାଇଥିବା) ଏକ ଛୋଟ ଗୋଲ ଦାଗ ଯାହା କୌଣସି ସ୍ଥାନକୁ ନିର୍ଦ୍ଦେଶ କରୁଥିଲେ ହେଁ ସେଥିରେ ଲମ୍ବ ଓ ଓସାର ସମ୍ପର୍କିତ ମାପର ଗୁରୁତ୍ୱ ନଥାଏ ଏବଂ ତାହାର ବିଭାଗ କରିହୁଏନାହିଁ
Ex. ପିଲାଟି ବିନ୍ଦୁଗୁଡ଼ିକୁ ଯୋଡ଼ି ଏକ ହାତୀର ଚିତ୍ର ବନେଇଦେଲା
HYPONYMY:
ଅନୁସ୍ୱାର ନୁକ୍ତା ଶୀର୍ଷ
ONTOLOGY:
गणित (Mathematics) ➜ विषय ज्ञान (Logos) ➜ संज्ञा (Noun)
Wordnet:
asmবিন্দু
bdबिन्दु
gujબિંદુ
hinबिंदु
kasپھیوٗر
kokतिबो
malകുത്തുകള്
marबिंदू
mniꯕꯤꯟꯗꯨ
nepबिन्दु
panਬਿੰਦੂ
tamபுள்ளி
telచుక్కలు
urdنقطہ , بندی
କୌଣସି ବସ୍ତୁଉପରେ ହୋଇଥିବା ଛୋଟ ଗୋଲ ଚିହ୍ନ
Ex. ଏହି ଲୁଗା ଉପରେ ରଙ୍ଗୀନ ବିନ୍ଦୁଗୁଡ଼ିକ ଭଲ ଲାଗୁଛି
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmফোঁট
bdफोथा सिन
benফুটকী
gujટપકું
hinबुँदकी
kanಸಣ್ಣಚುಕ್ಕೆ
kasٹٮ۪چ
kokथिपके
marटिपका
nepथोप्लो
urdبندکی
କୌଣସି ବସ୍ତୁର କୌଣସି ନିର୍ଦ୍ଦିଷ୍ଟ ସ୍ଥାନ
Ex. ଆପଣ ଏହି ବିନ୍ଦୁ ଉପରେ ଛିଡା ହୋଇ ସହରକୁ ଅନୁଧ୍ୟାନ କରି ପାରିବେ
ONTOLOGY:
स्थान (Place) ➜ निर्जीव (Inanimate) ➜ संज्ञा (Noun)
Wordnet:
gujબિંદુ
kasمرکَز
sanस्थलम्