noun ଚାନ୍ଦ୍ରମାସର ପନ୍ଦର ପନ୍ଦର ଦିନର ଦୁଇ ବିଭାଗ ମଧ୍ୟରୁ କୌଣସି ଏକ ଭାଗ
Ex.
ଭଗବାନ କୃଷ୍ଣଙ୍କ ଜନ୍ମ କୃଷ୍ଣ ପକ୍ଷର ଅଷ୍ଟମୀରେ ହୋଇଥିଲା HOLO COMPONENT OBJECT:
ମାସ
HYPONYMY:
କୃଷ୍ଣପକ୍ଷ ଶୁକ୍ଳ ପକ୍ଷ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
bdदानखाउसे
gujપક્ષ
hinपक्ष
kanಪಕ್ಷ
kasپَچھ
malപകുതി
marपंधरवडा
mniꯊꯥꯈꯥꯏ
tamபக்ஷம்
telపక్షం
urdپندرہ واڑہ , پکھواڑہ , پَکھ
noun ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା
Ex.
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
gujપિચ્છ
hinपंख
kasتیٖرِ
kokपांख
malതൂവല്
marपीस
sanपक्षः
tamஇறக்கை
telనెమలి
urdپر , پنکھ , بازو
noun କୌଣସି ବିଷୟରେ ଦୁଇ ବା ଅଧିକ ପରସ୍ପର ବିରୋଧୀ ତତ୍ତ୍ୱ, ସିଦ୍ଧାନ୍ତ ଅଥବା ଦଳରୁ କୌଣସି ଗୋଟିଏ
Ex.
ଆପଣ କେଉଁ ପକ୍ଷରେ ଅଛନ୍ତି? ONTOLOGY:
भाग (Part of) ➜ संज्ञा (Noun)
noun ଯେଉଁ କଥାକୁ କେହି ପ୍ରମାଣ କରିବାକୁ ଚାହେଁ ବା ଯାହାର ଆଉ କାହା ସହିତ ବିରୋଧ ହୁଏ ବା ହୋଇପାରେ
Ex.
ଆପଣ ପ୍ରଥମେ ଆପଣଙ୍କର ପକ୍ଷ ଜଜଙ୍କ ସାମ୍ନାରେ ରଖନ୍ତୁ ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
kasپہلوٗ
kokम्हण्णें
urdمدعا , نقطہٴنظر , پہلو
noun ଯେଉଁ ବ୍ୟକ୍ତି ନ୍ୟାୟାଳୟର ମୋକଦ୍ଦମାରେ ସାମିଲ୍ ଥାଆନ୍ତି
Ex.
ଆଜି ଅଦାଲତରେ ପ୍ରଥମ ପକ୍ଷ ଅନୁପସ୍ଥିତ ଥିଲେ ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
kanಪಕ್ಷ
kasپارٹی
panਪਾਰਟੀ
sanवादी
telపార్టీ
urdپارٹی , فریق
noun କୌଣସି କଥା, କାମ ଆଦିର ସମର୍ଥନ
Ex.
ମୁଁ ଏହି କାମକରିବାର ପକ୍ଷରେ ନୁହେଁ ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
noun ଝଗଡା କରୁଥିବା ବା ମକଦ୍ଦମା ଲଢୁଥିବା ଦଳ ବା ପକ୍ଷମାନଙ୍କ ମଧ୍ୟରୁ ପ୍ରତ୍ୟେକ
Ex.
ସେ ବି ସେହି ମକଦ୍ଦମାରେ ପକ୍ଷ ଥିଲେ ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
See : ପର, ଦଳ, ପକ୍ଷପାତ, ଶରପକ୍ଷ, ଦିଗ, ତରଫ, ଡେଣା, ଦିଗ