-
noun ବେଦାନ୍ତ ଅନୁସାରେ ଜୀବାତ୍ମାର ଉତ୍ତରୋତ୍ତର ହେଉଥିବା ଉନ୍ନତି ବା ଊର୍ଦ୍ଧ୍ବଗତି ଅଥବା କ୍ରମଶଃ ଉତ୍ତମୋତ୍ତମ ଯୋନିସବୁର ପ୍ରାପ୍ତି
Ex. କେବଳ ମନୁଷ୍ୟର ହିଁ ଆରୋହର ଅଧିକାର ରହିଛି
-
noun ଦର୍ଶନ ଏବଂ ବିଜ୍ଞାନରେ, କାରଣ ସହିତ କାର୍ଯ୍ୟର ଆବିର୍ଭାବ ହେବା ବା କୌଣସି ପଦାର୍ଥର ପ୍ରାଥମିକ ବା ହୀନ ଅବସ୍ଥାରୁ ବଢି ଉନ୍ନତ ଏବଂ ବିକଶିତ ଅବସ୍ଥାରେ ପହଞ୍ଚିବାର କ୍ରିୟା
Ex. ମଞ୍ଜିରୁ ଅଙ୍କୁର ତଥା ଅଙ୍କୁରରୁ ବୃକ୍ଷ ହେବା ଆରୋହ
-
noun ସଙ୍ଗୀତରେ ଲଘୁ ସ୍ବରରୁ ଉତ୍ତରୋତ୍ତର ଗୁରୁ ସ୍ବର ଆଡକୁ ବୃଦ୍ଧି
Ex. ସା,ରେ,ଗା,ମା,ପା ଧା,ନି, ସା ଅଥବା ରେ, ଗା, ମା, ପା, ସାର କ୍ରମଶଃ ଉଚ୍ଚାରଣକୁ ଆରୋହ କୁହାଯାଏ
-
noun ଫଳିତ ଜ୍ୟୋତିଷରେ, ଗ୍ରହଣ ଲାଗିବାର ଏକ ବିଶେଷ ପ୍ରକାରଭେଦ
Ex. ଜ୍ୟୋତିଷ ମହାଶୟ ଆରୋହ ବିଷୟରେ ବର୍ଣ୍ଣନା କରୁଛନ୍ତି
Site Search
Input language: