-
noun ଧନୁର ଯେଉଁ ଡୋରି ସହାୟତାରେ ବାଣ ଛଡ଼ାଯାଏ
Ex. ସେ ଧନୁରେ ଗୁଣ ଲଗାଉଅଛି
-
noun ପ୍ରତ୍ୟୟ ଭଳି ଏକ ଶବ୍ଦ ଯାହା କୌଣସି ସଂଖ୍ୟା ଶେଷରେ ଲାଗିଲେ ତାର ଆଉ ସେତିକି ଥର ସୂଚିତ କରେ
Ex. ସାହୁକାର ମୋ ନିକଟରୁ ଦୁଇଗୁଣ ସୁଧ ନେଲା
-
noun ନ୍ୟାୟ ଦର୍ଶନ ଓ ବୈଶେଷିକ ଦର୍ଶନରେ ବର୍ଣ୍ଣିତ ଯେଉଁ ଗୁଣର ସଂଖ୍ୟା ଚବିଶ
Ex. ନ୍ୟାୟ ଦ ରୂପ,ରସ,ଗନ୍ଧ,ସ୍ପର୍ଶ,ସଂଖ୍ୟା,ପରିମାଣ,ପୃଥକତ୍ୱ,ସଂଯୋଗ,ବିଭାଗ,ପରତ୍ୱ,ଅପରତ୍ୱ,ଗୁରୁତ୍ୱ,ଦ୍ରବତ୍ୱ,ସ୍ନେହ,ଶବ୍ଦ,ବୁଦ୍ଧି,ସୁଖ,ଦୁଃଖ,ଇଚ୍ଛା,ଦ୍ୱେଷ,ପ୍ରଯତ୍ନ,ଧର୍ମ,ଅଧର୍ମ, ଓ ସଂସ୍କାର ଏହିସବୁ ଚବିଶଟି ଗୁଣ
-
See : ସଦ୍ଗୁଣ, ଲକ୍ଷଣ, ସ୍ୱଭାବ
Site Search
Input language: