Dictionaries | References

ରହିବା

   
Script: Odia

ରହିବା

ori.wordnet.indo | Oriya  Oriya |   | 
 verb  (ଜୀବନଯାପନ କରିବାପାଇଁ) ନିବାସ କରିବା   Ex. ଏଇ ଶ୍ରମିକମାନେ ନିକଟସ୍ଥ କୁଡ଼ିଆରେ ରହୁଛନ୍ତି
ONTOLOGY:
अवस्थासूचक क्रिया (Verb of State)v)">क्रिया (Verb)
 verb  କେଉଁଠି ଆଶ୍ରୟ ନେବା   Ex. ମୁଁ ଯେବେବି ଦିଲ୍ଲୀ ଯାଏଁ ଶର୍ମାଜୀଙ୍କ ପାଖରେ ରହେ
HYPERNYMY:
ରହିବା
ONTOLOGY:
अवस्थासूचक क्रिया (Verb of State)v)">क्रिया (Verb)
 verb  ଖରାପହେବା   Ex. ଫ୍ରିଜରେ ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ/ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
HYPERNYMY:
ONTOLOGY:
अवस्थासूचक क्रिया (Verb of State)v)">क्रिया (Verb)
Wordnet:
kanಕೆಟ್ಟು ಹೋಗದೆ ಇರು
malകേടുകൂടാതെ ഇരിക്കുക
urdرہنا , رہ جانا
 verb  ବାକି ରହିବା   Ex. କେତେଥର ରଗଡ଼ି ଧୋଇବା ସତ୍ତ୍ୱେ କିଛି ଦାଗ ରହିଗଲା
HYPERNYMY:
ONTOLOGY:
अवस्थासूचक क्रिया (Verb of State)v)">क्रिया (Verb)
Wordnet:
mniꯂꯩꯍꯣꯕ
urdرہنا , رکنا , بچنا , رہ جانا
 verb  ହିସାବ କଲା ପରେ କିଛି ଧନ କାହା ପାଖରେ ରହିବା   Ex. ଆପଣଙ୍କ ଉପରେ ମୋର ପାଞ୍ଚଟଙ୍କା ରହିଛି
HYPERNYMY:
ONTOLOGY:
अवस्थासूचक क्रिया (Verb of State)v)">क्रिया (Verb)
 verb  ଖରାପ ହେବାକୁ ନଦେବା   Ex. ଆଚାର ତେଲରେ ବୁଡ଼େଇକି ରଖିଲେ ଅନେକ ଦିନ ସୁରକ୍ଷିତ ରହେ
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)v)">क्रिया (Verb)
 verb  କୌଣସି ସ୍ଥାନରେ ସ୍ଥାୟୀ ରୂପରେ ବାସ କରିବା   Ex. ତାଙ୍କ ଭାଇ ଆମେରିକାରେ ରହନ୍ତି
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)v)">क्रिया (Verb)
 verb  କାହାରି ଘରେ ଦୀର୍ଘସମୟ ଧରି ରହିବା   Ex. ସେ ଏଠାରେ କେତେମାସହେଲା ରହୁଛି
HYPERNYMY:
ରହିବା
ONTOLOGY:
अवस्थासूचक क्रिया (Verb of State)v)">क्रिया (Verb)
Wordnet:
 verb  କୌଣସି ବସ୍ତୁ, ଜାଗା ଆଦିରେ ରଖା ହେବା ବା ରଖିବା ବା ତାହାର ଅନ୍ତର୍ଗତ ହେବା   Ex. ଟାଙ୍କିରେ ପାଣିଅଛି/ଏହି ବୋତଲରେ ଦୁଧ ଅଛି
HYPERNYMY:
ONTOLOGY:
होना इत्यादि (VOO)">होना क्रिया (Verb of Occur)v)">क्रिया (Verb)
 verb  କୌଣସି ସ୍ଥାନରେ ଅବସ୍ଥିତ ହେବା ବା ଏକ ନିଶ୍ଚିତ ସ୍ଥିତିରେ ରହିବା   Ex. ହିମାଳୟ ଭାରତର ଉତ୍ତରରେ
HYPERNYMY:
ONTOLOGY:
होना इत्यादि (VOO)">होना क्रिया (Verb of Occur)v)">क्रिया (Verb)
 verb  କୌଣସି ବିଶେଷ ଅବସ୍ଥାରେ ରହିବା ବା ବିଶେଷ ଅବସ୍ଥାର ହେବା   Ex. ଏଠାରେ ପାଗ ଅଧିକାଂଶ ସମୟ ଏକାଭଳି ରହେ / ଏଠାରେ ମେ-ଜୁନ ମାସରେ ବହୁତ ଗରମ ହୁଏ୤
HYPERNYMY:
ONTOLOGY:
होना इत्यादि (VOO)">होना क्रिया (Verb of Occur)v)">क्रिया (Verb)
SYNONYM:
   see : ହେବା, ବନ୍ଦ ହେବା, ତିଷ୍ଠି ରହିବା, ଅବସ୍ଥିତ ହେବା, ଜମି ଯିବା, ହେବା, ହେବା, ଆସିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP