Dictionaries | References

ମିଶିବା

   
Script: Odia

ମିଶିବା

ori.wordnet.indo | Oriya  Oriya |   | 
 verb  କୌଣସି ବସ୍ତୁଆଦିରେ ଅନ୍ୟ ବସ୍ତୁର ମିଳନ ହେବା   Ex. ଏହି ନଦୀ ସମୁଦ୍ରରେ ମିଶିଛି
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  କୌଣସି ଦ୍ରବ୍ୟରେ ଅନ୍ୟ କିଛି ଜିନିଷ ମିଶିବା   Ex. ତେଲ ପାଣିରେ କେବେ ବି ମିଶେ ନାହିଁ
ONTOLOGY:
परिवर्तनसूचक (Change)कर्मसूचक क्रिया (Verb of Action)क्रिया (Verb)
 verb  ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା   Ex. ସେ ଜଣେ ଲୋକ ସଙ୍ଗେ ମିଶୁଛି / ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା   Ex. ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
ONTOLOGY:
संपर्कसूचक (Contact)कर्मसूचक क्रिया (Verb of Action)क्रिया (Verb)
Wordnet:
kasمِلُن , یکجہہ گَژُھن , رَلُن , اِکہٕ وَٹہٕ گَژھُن
malഒരുമിച്ച് സംഘടിക്കുക
urdمتحدہونا , یکجاہونا , ایک ہونا
 verb  ଯୋଡିବା ବା ମିଶାଇବା ବା ଏକସାଥିରେ ରହିବା   Ex. ଏଠରେ ଦୁଇଟି ସଡ଼କ ମିଶିଛନ୍ତି/ଯାତ୍ରୀମାନେ ପୁଣି ଉଡ଼ାଜାହାଜ ଘାଟିରେ ମିଶିଗଲେ
HYPERNYMY:
ONTOLOGY:
होना इत्यादि (VOO)">होना क्रिया (Verb of Occur)क्रिया (Verb)
 verb  ଗୋଟିଏ ଜିନିଷରେ ଅନ୍ୟ ଏକ ଜିନିଷ ମିଶି ଏକାଠି ହେବା   Ex. ଏଥିରେ ଅନେକ ପ୍ରକାରର ଖାଦ୍ୟଶସ୍ୟ ମିଶିଛି
HYPERNYMY:
ONTOLOGY:
होना इत्यादि (VOO)">होना क्रिया (Verb of Occur)क्रिया (Verb)
 verb  ଭେଟହେବା   Ex. ଆଜି ମୁଁ ଶର୍ମାଙ୍କ ଘରକୁ ଯାଇଥିଲି କିନ୍ତୁ ତାଙ୍କସହ ମିଶିପାରିଲି ନାହିଁ
HYPERNYMY:
ONTOLOGY:
होना इत्यादि (VOO)">होना क्रिया (Verb of Occur)क्रिया (Verb)
   see : ଭେଟିବା, ବୁଡ଼ିବା, ଅଭିସାର, ମିଶ୍ରଣ
   see : ସଂଗମ ହେବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP