Dictionaries | References

ଜୟନ୍ତୀ

   
Script: Odia

ଜୟନ୍ତୀ

ori.wordnet.indo | Oriya  Oriya |   | 
 noun  ଉତ୍ସବ ରୂପରେ ପାଳନ କରାଯାଉଥିବା କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମଦିନ   Ex. ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ଦୁଇ ତାରିଖରେ ପାଳନ କରାଯାଏ
HYPONYMY:
ହନୁମାନ ଜୟନ୍ତୀ ମହାବୀର ଜୟନ୍ତୀ ଗଣେଶ ଜୟନ୍ତୀ
ONTOLOGY:
समय (Time)अमूर्त (Abstract)निर्जीव (Inanimate)संज्ञा (Noun)
 noun  ବିଜୟାଦଶମୀ ଦିନ ବ୍ରାହ୍ମଣମାନଙ୍କଦ୍ୱାରା ଆଶୀର୍ବାଦ ସ୍ୱରୂପ ଦିଆଯାଉଥିବା ଯଅ ଅଙ୍କୁର   Ex. ନବରାତ୍ରିରେ ଡେଉଁରିଆରେ ଜୟନ୍ତୀ ଭର୍ତ୍ତିକରି ପିଲାମାନଙ୍କୁ ପିନ୍ଧାଯାଏ
ONTOLOGY:
झाड़ी (Shrub)वनस्पति (Flora)सजीव (Animate)संज्ञा (Noun)
Wordnet:
 noun  କୌଣସି ସଂସ୍ଥାର ଜନ୍ମତିଥି କିମ୍ବା କୌଣସି ମହତ୍ୱପୂର୍ଣ କାର୍ଯ୍ୟ ଆରମ୍ଭର ବାର୍ଷିକ ତିଥିରେ ପାଳିତ ହେଉଥିବା ଉତ୍ସବ   Ex. ସଂସ୍ଥା ଆଜି ନିଜର ରଜତ ଜୟନ୍ତୀ ପାଳନ କରୁଅଛି
HYPONYMY:
ଗାନ୍ଧୀ ଜୟନ୍ତୀ ଜୟନ୍ତୀ ରଜତ ଜୟନ୍ତୀ ପ୍ଲାଟିନମ ଜୁବୁଲୀ ସ୍ବର୍ଣ୍ଣ-ଜୟନ୍ତୀ
ONTOLOGY:
सामाजिक कार्य (Social)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଦେବାଧିପତି ଇନ୍ଦ୍ରଙ୍କ ଝିଅ   Ex. ଜୟନ୍ତ ଓ ଜୟନ୍ତୀ ଭାଇ-ଭଉଣୀ ଥିଲେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP