adjective ଯାହା ଖାଇବା ଯୋଗ୍ୟ
Ex.
ଖାଇବା ଫଳକୁ ଧୋଇଲାପରେ ହିଁ ଉପଯୋଗ କରାଯିବା ଉଚିତ ONTOLOGY:
गुणसूचक (Qualitative) ➜ विवरणात्मक (Descriptive) ➜ विशेषण (Adjective)
SYNONYM:
ଭୋଜ୍ୟ ଖାଦ୍ୟ ଆହାର ଭକ୍ଷ
Wordnet:
asmখাদ্য
bdजाजाथाव
benভক্ষণীয়
gujખાદ્ય
hinखाद्य
kanಭೋಜ್ಯ
kokखाद्य
malഭക്ഷണയോഗ്യമായ
marखाद्य
mniꯆꯥꯕ꯭ꯌꯥꯕ
nepखाद्य
panਖਾਣਯੋਗ
sanखाद्य
tamசாப்பிடக்கூடிய
telతినదగిన
urdخوردنی , قابل خور , لائق خوردن
verb ଆହାରଆଦିକୁ ମୁଁହଦ୍ୱାରା ପେଟ ଭିତରକୁ ନେଇଯିବା
Ex.
ବାଘ ମାଂସ ଖାଉଛି ONTOLOGY:
उपभोगसूचक (Consumption) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
asmখোৱা
gujખાવું
hinखाना
kanತಿನ್ನು
kokखावप
malകഴിക്കുക
marखाणे
mniꯆꯥꯕ
nepखानु
sanभक्ष्(भक्षति/ते)
tamசாப்பிடு
urdکھانا
verb ବାୟୁ, ଆର୍ଦ୍ରତା, ଅମ୍ଳ ଆଦି ଯୋଗୁଁ ଧାତୁ କ୍ଷୟ ହେବା
Ex.
ବର୍ଷାରେ ଲୁହାକୁ କଳଙ୍କି ଖାଇଯାଏ ONTOLOGY:
विनाशसूचक (Destruction) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
bdमाराम खा
kanತಿನ್ನು
kokकळमेवप
malതുരുമ്പെടുക്കുക
marगंज लागून नष्ट होणे
mniꯀꯥꯁꯤꯟꯕ
telతినివేయు
verb ଚିନ୍ତା, ରୋଗ ଆଦି କାରଣରୁ ଶରୀର ଉପରେ କୁପ୍ରଭାବ ପଡ଼ିବା ବା କାହାର ମୃତ୍ୟୁ ହେବା
Ex.
ବୋହୂର ମୃତ୍ୟୁ ପରେ ହିଁ ମାଆକୁ ଚିନ୍ତା ଖାଇଗଲା HYPERNYMY:
ପରିବର୍ତ୍ତନ କରିବା
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
Wordnet:
bdजा
benখাওয়া
kanಆಗು
kokग्रासप
malകാര്ന്നു തിന്നുക
mniꯑꯅꯥꯂꯣꯏꯕ
panਖਾਣਾ
tamஆழ்
telతిను
urdکھانا , گھلانا
verb ଘରେ କେହି ନୂଆ ବ୍ୟକ୍ତିଙ୍କ ଆଗମନ ହେଉଁହେଉଁ ସେହି ଘରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେବା
Ex.
ଜନ୍ମ ହେବାମାତ୍ରେ ହିଁ ସେ ତା ମାଆକୁ ଖାଇଗଲା ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
Wordnet:
bdखर जा
benখাওয়া
kanತಿಂದುಕೊ
malമരണപ്പെടുക
telమింగు
verb (ବ୍ୟକ୍ତିର ଗୁଣ ଆଦି) ନଷ୍ଟ କରିବା
Ex.
ଗର୍ବ ମଣିଷକୁ ଖାଇଯାଏ ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
SYNONYM:
ବରବାଦ କରିବା ନଷ୍ଟ କରିବା
Wordnet:
asmবর্বাদ কৰা
bdजा
benধ্বংস করা
gujખાવું
hinखाना
kanಕುಗ್ಗಿಸು
kasبَرباد کَرُن
malനശിപ്പിക്കുക
marखाऊन टाकणे
panਖਾਣਾ
telతిను
urdکھانا , بربادکرنا
verb ଖର୍ଚ୍ଚ କରିଦେବା ବା ଉଡ଼ାଇଦେବା
Ex.
ଏତିକି ମାତ୍ର ଜିନିଷ ! ସବୁ ପଇସା ଖାଇଗଲ ନା କ'ଣ? ONTOLOGY:
उपभोगसूचक (Consumption) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
kanತಿನ್ನು
marउडवणे
urdکھانا , ہضم کرنا
noun ଖାଇବାର ପ୍ରକ୍ରିୟା
Ex.
ଆଜି ସକାଳଠାରୁ ଖାଇବା ହେଉଛି ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
SYNONYM:
ଖିଆପିଆ ଖାଇବାପିଇବା ଭୋଜନ
Wordnet:
hinखवाई
panਖਵਾਈ
telతినడం
urdکھوائی , خوردگی
See : ଭକ୍ଷଣ କରିବା, ଭକ୍ଷଣ, ସେବନ, ପିଇବା, ଭୋଜନ କରିବା