noun ଦେବ ସ୍ଥାନ ବା ପୁଣ୍ୟ ସ୍ଥାନ
Ex.
ବୈଦ୍ୟନାଥଙ୍କ ଦର୍ଶନ ପାଇଁ ଭକ୍ତମାନେ ବୈଦ୍ୟନାଥ କ୍ଷେତ୍ର ଯାଉଥିଲେ ONTOLOGY:
भौतिक स्थान (Physical Place) ➜ स्थान (Place) ➜ निर्जीव (Inanimate) ➜ संज्ञा (Noun)
SYNONYM:
ତୀର୍ଥ କ୍ଷେତ୍ର ତୀର୍ଥ ଧାମ ତୀର୍ଥ ସ୍ଥଳ ତୀର୍ଥ ସ୍ଥାନ
Wordnet:
asmধাম
bdथानसालि
gujધામ
kanಧಾಮ
kasآسطان
kokतीर्थ
marपुण्यस्थळ
sanतीर्थम्
tamவழிப்பாட்டிடம்
telదేవస్థానం
urdمقدس جگہ
noun ଯେଉଁ କ୍ଷେତ୍ରରେ ଜଣେ ସକ୍ରିୟ ବା ଦକ୍ଷ ହୋଇଥାଏ
Ex.
ସେ ଶିକ୍ଷା କ୍ଷେତ୍ରରେ ଅନେକ ଆଗରେ ଅଛି /ଏହି ଉପଗ୍ରହର କ୍ଷେତ୍ର ବହୁତ ବଡ଼ / ଏହା ନିୟମ ପରିସରର ବାହାରେ / ରାଜନୈତିକ କ୍ଷେତ୍ର ଖୁବ ବଡ଼ HYPONYMY:
ଖଗୋଳୀୟ କ୍ଷେତ୍ର କ୍ଷେତ୍ର ରାଜ୍ୟ ଅନୁକ୍ଷେତ୍ର ଜୀବମଣ୍ଡଳ
ONTOLOGY:
मनोवैज्ञानिक लक्षण (Psychological Feature) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benক্ষেত্র
gujક્ષેત્ર
hinक्षेत्र
kanಕ್ಷೇತ್ರ
panਖੇਤਰ
telక్షేత్రం
urdعلاقہ , میدان , رقبہ , حد , ایریا
noun ଯେଉଁ ସ୍ଥାନ କୌଣସି ବିଶେଷ କାର୍ଯ୍ୟ ନିମନ୍ତେ ଆରକ୍ଷିତ ଥାଏ
Ex.
ସୈନିକମାନଙ୍କ ପ୍ରଶିକ୍ଷଣ କ୍ଷେତ୍ରରେ ଆମେ ପ୍ରବେଶ କରିପାରିବା ନାହିଁ ONTOLOGY:
भौतिक स्थान (Physical Place) ➜ स्थान (Place) ➜ निर्जीव (Inanimate) ➜ संज्ञा (Noun)
Wordnet:
hinक्षेत्र
tamஇடம்
telక్షేత్రం
urdعلاقہ
noun ବିକିରଣ କରୁଥିବା ପିଣ୍ଡର ଚାରିପଟ ଥିବା ଜାଗା ଯେଉଁଠି ବୈଦ୍ୟୁତିକ ଚୁମ୍ବକୀୟ ଦୋଳନ ତା ସମ୍ପର୍କରେ ନ ଆସୁଥିବା ଅନ୍ୟ ପିଣ୍ଡ ଉପରେ ଆଘାତ କରେ
Ex.
ଏହି ପିଣ୍ଡର କ୍ଷେତ୍ର ବହୁତ ଶକ୍ତିଶାଳୀ ONTOLOGY:
स्थान (Place) ➜ निर्जीव (Inanimate) ➜ संज्ञा (Noun)
SYNONYM:
ପ୍ରଭାବ କ୍ଷେତ୍ର ଶକ୍ତି କ୍ଷେତ୍ର
Wordnet:
asmপ্রভাৱ ক্ষেত্র. শক্তি ক্ষেত্র
bdगोहो फोथार
benশক্তি ক্ষেত্র
gujક્ષેત્ર
hinक्षेत्र
kanಕ್ಷೇತ್ರ
kasفییلڈ
kokप्रभाव वाठार
panਖੇਤਰ
sanप्रभावक्षेत्रम्
telప్రభావక్షేత్రం
urdدائرہ اثر , علاقہ , خطہ , منطقہ , دائرہ قوت
noun କୌଣସି ଲମ୍ବ ବା ଚଉଡ଼ା ଅଂଶ ଥିବା ଏକ ସ୍ଥଳ ଭାଗ
Ex.
ଆକାଶକ୍ଷେତ୍ରରେ ଖଗୋଳିୟ ପିଣ୍ଡ ଥାଏ /ଏହା ଭାରତର କୃଷି ଉତ୍ପାଦକ କ୍ଷେତ୍ର HYPONYMY:
ଦୂରସ୍ଥାନ ସର୍କଲ ଆର୍କଟିକ ଆଣ୍ଟାର୍କଟିକା ଭୂମି
ONTOLOGY:
स्थान (Place) ➜ निर्जीव (Inanimate) ➜ संज्ञा (Noun)
Wordnet:
panਖੇਤਰ
sanक्षेत्रम्
urdعلاقہ , منقطہ , سیکٹر
noun ସମାଜ ବା ଅର୍ଥ ବ୍ୟବସ୍ଥାର ଅଙ୍ଗ ହୋଇଥିବା ଲୋକ ସମୂହ
Ex.
ସେମାନେ କୌଣସି ସାର୍ବଜନିକ କ୍ଷେତ୍ରରେ କାମ କରନ୍ତି/ପବ୍ଲିକ ସେକ୍ଟର ଏବଂ ପ୍ରାଇଭେଟ ସେକ୍ଟର ମଧ୍ୟରେ ବହୁତ ଫରକ ଥାଏ ONTOLOGY:
समूह (Group) ➜ संज्ञा (Noun)
Wordnet:
benক্ষেত্র
kanಕ್ಷೇತ್ರ
kasسٮ۪کٹر
kokक्षेत्र
See : କ୍ଷେତ, ଅଞ୍ଚଳ, ଧାମ, ଫିଲ୍ଡ଼, ମଣ୍ଡଳ, ଭୂମି