ଏକ ପ୍ରକାର ଅସ୍ତ୍ର ଯାହାକୁ ଶତ୍ରୁ ଉପରକୁ ଫୋପଡ଼ା ଯାଏ
Ex. ବାଣ ଏକ ଅସ୍ତ୍ର
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଯେଉଁ ବ୍ୟକ୍ତିକୁ ନିଜର ଲାଭପାଇଁ ବ୍ୟବହାର କରାଯାଏ
Ex. ସେ ମୋତେ ନିର୍ବାଚନ ସମୟରେ ଅସ୍ତ୍ରଭାବେ ବ୍ୟବହାର କଲା
ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ଯେଉଁ ଉପକରଣ ଦ୍ୱାରା କୌଣସି ବସ୍ତୁ ଫିଙ୍ଗାଯାଏ
Ex. ତୋପ,ବନ୍ଧୁକ,ଧନୁ ଆଦି ଅସ୍ତ୍ର
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଶତ୍ରୁର ଆକ୍ରମଣକୁ ପ୍ରତିହତ କରୁଥିବା ବସ୍ତୁ
Ex. ଢାଲ ଗୋଟିଏ ଅସ୍ତ୍ର
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଚିକିତ୍ସକର କଟାକଟି କରିବାର ଉପକରଣ
Ex. ନର୍ସ ଶଲ୍ୟଚିକିତ୍ସକଙ୍କ ହାତକୁ ଅସ୍ତ୍ରରୁ ଗୋଟିଏ ଗୋଟିଏ କରି ଦେଉଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)