Dictionaries | References

ସିଦ୍ଧାନ୍ତ

   
Script: Odia

ସିଦ୍ଧାନ୍ତ     

ori.wordnet.indo | Oriya  Oriya
noun  ବ୍ୟବହାର ବା ଆଚରଣ ବିଷୟରେ ନୀତି, ନିୟମ,ଧର୍ମଆଦି ଦ୍ୱାରା ନିରୂପିତ ଢଙ୍ଗ ବା ପ୍ରତିବନ୍ଧ   Ex. ଆମକୁ ନିଜର ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବା ଆବଶ୍ୟକ
HYPONYMY:
ଅନୁଶାସନ ଦ୍ୱୈତବାଦ ନାସ୍ତିକତାବାଦ ଆସ୍ତିକତା ବାଦ ଆତଙ୍କବାଦ ଅଦ୍ୱୈତବାଦ ଆଦର୍ଶ ଭୌତିକବାଦ ଦୈବବାଦ ଆଶାବାଦ ଆଧ୍ୟାତ୍ମବାଦ ପ୍ରଦେଶବାଦ ଉଗ୍ରବାଦ ସାମ୍ୟବାଦ ମାୟାବାଦ ରାଷ୍ଟ୍ରବାଦ ପ୍ରିୟାପ୍ରୀତିତୋଷଣ ଯଥାର୍ଥବାଦ ଆଦର୍ଶବାଦ ବାମପନ୍ଥ ସମାଜବାଦ ଋଢିବାଦ ନକ୍ସଲବାଦ ସାମନ୍ତବାଦ ସୁବିଧାବାଦ ଅଜ୍ଞେୟବାଦ ଅଧିକରଣସିଦ୍ଧାନ୍ତ ନାଜୀବାଦ ବୁଦ୍ଧିବାଦ ଅପସିଦ୍ଧାନ୍ତ ଗାନ୍ଧୀବାଦ ବିଧାନବାଦ ଅତିବାଦ ନୈରାଶ୍ୟବାଦ ଆଧାର ସ୍ତମ୍ଭ ଉପଭୋକ୍ତାବାଦ ସୁଫୀବାଦ ଅହିଂସାବାଦ ଉଦାରବାଦ ଶାଶ୍ବତବାଦ ଅସ୍ତିତ୍ବବାଦ ଜାତିବାଦ କଟ୍ଟର ପନ୍ଥା
ONTOLOGY:
बोध (Perception)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ନିଷ୍ପତି ନିୟମ
Wordnet:
asmনিয়ম
bdखान्थि
benনিয়ম
gujસિદ્ધાંત
hinसिद्धांत
kanಸಿದ್ಧಾಂತ
kasقٲیِدٕ
kokसिद्धांत
malസിദ്ധാന്തം
mniꯆꯠꯅ ꯄꯊꯥꯞ
nepसिद्धान्त
panਅਸੂਲ
tamகொள்கை
telసిద్థాంతం
urdاصول , قاعدہ , آئین , قانون
noun  ଯୁକ୍ତିଦ୍ୱାରା କୌଣସି ବସ୍ତୁର ସ୍ଥିତି ସମ୍ପର୍କରେ ନିଶ୍ଚୟ କରିବା   Ex. ବହୁତ ପ୍ରଯତ୍ନପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ରାମ ଭଲ ଲୋକ
HYPONYMY:
ରୋଗ ନିର୍ଣ୍ଣୟ
ONTOLOGY:
घटना (Event)निर्जीव (Inanimate)संज्ञा (Noun)
SYNONYM:
ଫଳାଫଳ ନିର୍ଣ୍ଣୟ ନିଷ୍କର୍ଷ ନିଷ୍ପତ୍ତି
Wordnet:
gujનિર્ણય
hinनतीजा
kanನಿರ್ಧಾರ
kasنٔتیٖجہٕ
kokनिर्णय
malതീരുമാനം
marनिर्णय
mniꯋꯥꯔꯣꯏꯁꯤꯟ
nepनतिजा
sanनिश्चयः
tamமுயற்சி
telనిర్ణయం
urdنتیجہ , فیصلہ
noun  ବିଦ୍ୟା, କଳା ଆଦି ସମ୍ବନ୍ଧରେ କୌଣସି ବିଦ୍ୱାନଙ୍କଦ୍ୱାରା ପ୍ରତିପାଦିତ ଯେଉଁ ସିଦ୍ଧାନ୍ତକୁ ଅନେକ ଲୋକ ମାନିଥାନ୍ତି   Ex. ଡାରୱିନଙ୍କର କ୍ରମବିକାଶ ସିଦ୍ଧାନ୍ତ ଅନୁସାରେ ମଣିଷର ବି ଲାଞ୍ଜ ଥିଲା
HYPONYMY:
ଶୂନ୍ୟବାଦ ପୁଞ୍ଜିବାଦ ଚରମପନ୍ଥ ଜୀବବାଦ ସୌନ୍ଦର୍ଯ୍ୟ ସିଦ୍ଧାନ୍ତ ଅବସରବାଦ ଇନ୍ଦ୍ରିୟାର୍ଥବାଦ ଉଚ୍ଛେଦବାଦ
ONTOLOGY:
बोध (Perception)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ମତବାଦ
Wordnet:
asmমতবাদ
bdबुंफुरलु
benসিদ্ধান্ত
kasنَظریہٕ , اَصوٗل
malസിദ്ധാന്തം
marसिद्धांत
mniꯅꯤꯌꯝ
sanसिद्धान्तः
urdاصول , نظریہ
noun  ଋଷିମାନଙ୍କଦ୍ୱାରା ଦିଆ ଯାଇଥିବା ଉପଦେଶ   Ex. ଶଙ୍କରାଚାର୍ଯ୍ୟଙ୍କ ଅଦୈତ୍ୟ ସିଦ୍ଧାନ୍ତକୁ ସମସ୍ତେ ଗ୍ରହଣ କରନ୍ତି ନାହିଁ
ONTOLOGY:
अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ମତ
Wordnet:
bdथिरांथाइ
hinवाद
kanಸಿದ್ಧಾಂತ
kasاصوٗل
sanसिद्धान्तः
See : ନିଷ୍କର୍ଷ

Related Words

ସିଦ୍ଧାନ୍ତ   ଅଭ୍ୟୁପଗମ ସିଦ୍ଧାନ୍ତ   ମୌଳିକ ସିଦ୍ଧାନ୍ତ   ସୌନ୍ଦର୍ଯ୍ୟ ସିଦ୍ଧାନ୍ତ   अभ्युपगम सिद्धांत   અભ્યુપગમ સિદ્ધાંત   सौंदर्य सिद्धांत   نٔتیٖجہٕ   নন্দন-তত্ত্ব   পৰিণতি   સૌંદર્ય સિદ્ધાંત   ਸੌਂਦਰਯ ਸਿਧਾਂਤ   थिरां   नतिजा   قٲیِدٕ   सिद्धान्त   ਅਸੂਲ   సిద్థాంతం   ਵਿਸ਼ਵਾਸ   തീരുമാനം   സിദ്ധാന്തം   নিয়ম   सिद्धांत   सिद्धान्तः   સિદ્ધાંત   નિર્ણય   नतीजा   निश्चयः   precept   నిర్ణయం   ಸಿದ್ಧಾಂತ   निर्णय   system of rules   கொள்கை   সিদ্ধান্ত   முயற்சி   ನಿರ್ಧಾರ   gist   core   বিশ্বাস   ਨਤੀਜਾ   theory   principle   essence   decision   खान्थि   विश्वास   effect   determination   conclusion   ଫଳାଫଳ   burden   ଅଭ୍ୟୁପଗମ   ନିଷ୍ପତି   system   ଅହିଂସାବାଦ   ନିଷ୍କର୍ଷ   ଅଧିକରଣସିଦ୍ଧାନ୍ତ   ଅନିଶ୍ଚିତ ସିଦ୍ଧାନ୍ତବାଦୀ   ଆଧ୍ୟାତ୍ମବାଦ   ଆଧାର ସ୍ତମ୍ଭ   ଆସ୍ତିକତା ବାଦ   ଉଗ୍ରବାଦ   ଉଚ୍ଛେଦବାଦ   ଉଷ୍ମ   ନିଷ୍ପତ୍ତି   ପ୍ରଜାତନ୍ତ୍ରୀୟ   ପ୍ରତିପାଦିତ   ବାମପନ୍ଥ   ବାମମାର୍ଗୀ   ଭୌତିକବାଦ   ଜୀବବାଦ   ରାଷ୍ଟ୍ରବାଦ   ସୈଦ୍ଧାନ୍ତିକ   ଦୈବବାଦ   ଋଢିବାଦ   ଡାସ କ୍ୟାପିଟାଲ   କବୀରପନ୍ଥ   ଗାନ୍ଧୀବାଦ   ସଂହିତା   ସୁବିଧାବାଦ   ଅଧିପ୍ରସାରଣ   ଆତଙ୍କବାଦ   ଆଦର୍ଶବାଦ   ନାସ୍ତିକତାବାଦ   ନିରାକାରୀ   ପ୍ରଦେଶବାଦ   ପ୍ରୌଦ୍ୟୋଗିକ   ବିଧାନବାଦ   ବିମାନ-ବିଜ୍ଞାନ   ମତବାଦ   କଟ୍ଟର ପନ୍ଥା   ଜାତିବାଦ   ମାୟାବାଦ   ଯଥାର୍ଥବାଦ   ଶାଶ୍ବତବାଦ   ଶାସ୍ତ୍ରୀୟ   ସଂଗଣନ   ସମାଜବାଦ   ସ୍ଳୋଗାନ   
Folder  Page  Word/Phrase  Person

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP