Dictionaries | References

ମାନସିକ କରିବା

   
Script: Odia

ମାନସିକ କରିବା

ori.wordnet.indo | Oriya  Oriya |   | 
 verb  ଦେବତା ଆଦିଙ୍କୁ ଦାନ ବା ପୂଜା କରିବାର ସଙ୍କଳ୍ପ କରିବା   Ex. ଜେଜେମା କୂଳଦେବୀଙ୍କୁ ଛେଳି ମାନସିକ କରିଛନ୍ତି
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  କୌଣସି କାମ ଅଥବା କଥାପାଇଁ ଈଶ୍ୱର ଆଦିଙ୍କ ପାଖରେ ପ୍ରାର୍ଥନା କରିବା   Ex. କୃଷକ ବର୍ଷାପାଇଁ ଭଗବାନଙ୍କୁ ମାନସିକ କରୁଛି
ONTOLOGY:
संप्रेषणसूचक (Communication)कर्मसूचक क्रिया (Verb of Action)क्रिया (Verb)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP