Dictionaries | References

ବ୍ୟାଙ୍କ

   
Script: Odia

ବ୍ୟାଙ୍କ

ori.wordnet.indo | Oriya  Oriya |   | 
 noun  ଯେଉଁ ସ୍ଥାନରେ ସୁଧ ପାଇବାପାଇଁ ଟଙ୍କା ଜମା କରାଯାଏ ଏବଂ ଋଣ ମଧ୍ୟ ନିଆଯାଏ   Ex. ସେ ବ୍ୟାଙ୍କରେ ଦଶ ହଜାର ଟଙ୍କା ଜମା କଲେ
HYPONYMY:
ସ୍ବିସ୍ ବ୍ୟାଙ୍କ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
 noun  ଯେଉଁ ସ୍ଥାନରେ ଟଙ୍କାପଇସା ବଦଳା ଯାଇଥାଏ   Ex. ଆମେରିକୀୟ ଡଲାର ନେବା ନିମନ୍ତେ ସୀମାନ୍ତ ବ୍ୟାଙ୍କକୁ ଯାଇଛି
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
SYNONYM:
ସରାଫାଖାନା କରେନ୍ସି ଏକ୍ସଚେଞ୍ଜ ସେଣ୍ଟର
 noun  ମୁଖ୍ୟତଃ ସୁଧରେ ଟଙ୍କା ଋଣ ଦେବାନେବା କାମ କରୁଥିବା ସଂସ୍ଥା   Ex. ବ୍ୟାଙ୍କରୁ ପାଠପଢା ପାଇଁ ମଧ୍ୟ ଋଣ ମିଳୁଛି
HYPONYMY:
ରିଜର୍ଭ ବ୍ୟାଙ୍କ୍‌ ବିଶ୍ବ ବ୍ୟାଙ୍କ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ ବିକାଶ ବ୍ୟାଙ୍କ ଏଚଡୀଏଫସୀ ଆଇସିଆଇସିଆଇ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭାରତୀୟ ରିଜର୍ବ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଷ୍ଟେଟବ୍ୟାଙ୍କ ଅଫ ବିକାନୀର ଆଣ୍ଡ ଜୟପୁର ଷ୍ଟେଟବ୍ୟାଙ୍କ ଅଫ ହାଇଦରାବାଦ ଷ୍ଟେଟବ୍ୟାଙ୍କ ଅଫ ଇନ୍ଦୋର ଷ୍ଟେଟବ୍ୟାଙ୍କ ଅଫ ମହୀଶୂର ଷ୍ଟେଟବ୍ୟାଙ୍କ ଅଫ ପାତିଆଲା ଇଣ୍ଡିଆନ ବ୍ୟାଙ୍କ ୟୁକୋ ବ୍ୟାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ
ONTOLOGY:
समूह (Group)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP