ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ
Ex. ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି
ONTOLOGY:
शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ପେଟର ସେହି ଅଂଶ ଯେଉଁଠି ଭାଙ୍ଗ ପଡ଼ିଥାଏ
Ex. ମୁନ୍ନାର ପେଟରେ ବଡ଼ କଳାଜାଇ ଅଛି
ONTOLOGY:
भाग (Part of) ➜ संज्ञा (Noun)
ପୋଲା ବସ୍ତୁର ଭିତର ବା ଖାଲି ଅଂଶ
Ex. ଢୋଲର ପେଟ ତା ଆକାର ଅନୁସାରେ ଛୋଟ କିମ୍ବା ବଡ଼ ହୋଇଥାଏ
ONTOLOGY:
भाग (Part of) ➜ संज्ञा (Noun)
ଜାହାଜ ବା ନାଆର ଢାଞ୍ଚା
Ex. ଜାହାଜର ପେଟର ଅଧିକାଂଶ ପାଣିରେ ରହେ
ONTOLOGY:
भाग (Part of) ➜ संज्ञा (Noun)