Dictionaries | References

ଦୋକାନ

   
Script: Odia

ଦୋକାନ

ori.wordnet.indo | Oriya  Oriya |   | 
 noun  ମାନବ ନିର୍ମିତ ସ୍ଥାନ ଯେଉଁଠି ବିକ୍ରି କରିବାପାଇଁ ଜିନିଷଗୁଡ଼ିକ ରହେ ଏବଂ ଲୋକମାନେ ପଇସାଦେଇ ଜିନିଷ କିଣନ୍ତି   Ex. ଏହି ବଜାରରେ ମୋର ଫଳ ଦୋକାନ ଅଛି / ସେ ବାରିକ ଦୋକାନକୁ ବାଳ କାଟିବାକୁ ଯାଇଛି
MERO MEMBER COLLECTION:
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଏହି କକ୍ଷ ବା ପରିସର ଯେଉଁଠି ବିକ୍ରି କରିବାପାଇଁ ବହୁତ ଜିନିଷ ପତ୍ର ସାଜସଜ୍ଜା କରି ରଖାଯାଇଥାଏ   Ex. ମୁଁ ଏହି କମ୍ବଳ ଗୋଟିଏ ବଡ଼ ଦୋକାନରୁ କିଣିଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP