Dictionaries | References

ଦେବା

   
Script: Odia

ଦେବା

ori.wordnet.indo | Oriya  Oriya |   | 
 verb  କାହାକୁ କିଛି ହସ୍ତଗତ କରାଇବା   Ex. ଅଧ୍ୟାପକ ତାକୁ ପୁରସ୍କାର ଦେଲେ
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  କାହାରିକୁ ଦୁଃଖୀ କରିବା ବା କାହାର କ୍ଷତି କରିବା   Ex. ପୁଅ ନିଜ ଘର ତ୍ୟାଗକରି ବାପାକୁ ବହୁତ ଦୁଃଖ ଦେଲା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  ପ୍ରସ୍ତୁତ କରିବା   Ex. ସେ ସଭାରେ ନିଜ ମତାମତ ଉପସ୍ଥାପିତ କଲେ / ଓକିଲ ନ୍ୟାୟାଧୀଶଙ୍କ ସମ୍ମୁଖରେ କିଛି ପ୍ରମାଣ ଦେଲେ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ଉପସ୍ଥାପିତ କରିବା
 verb  ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା   Ex. ଆମେ ଦୁଇଟି ଗୋଲ୍ ଦେଲୁ / ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
mniꯄꯥꯟꯖꯜ꯭ꯆꯟꯕ
 verb  ମୌଖିକ ରୂପରେ ପ୍ରସ୍ତୁତ କରିବା   Ex. ଶ୍ୟାମକୁ ମଧ୍ୟ ମୋ ଶୁଭକାମନା ଜଣାଇଦେବେ / ଗୁରୁଜୀ ଅନୁତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି
HYPERNYMY:
ONTOLOGY:
संप्रेषणसूचक (Communication)कर्मसूचक क्रिया (Verb of Action)क्रिया (Verb)
 verb  ପୂରାକରିବା ବା ଦେବାର ପ୍ରସ୍ତାବ ରଖିବା ବା କାମ ବଦଳରେ ଧନ ଦେବା   Ex. ସେ ଏହିକାମପାଇଁ ମୋତେ ତିରିଶ ହଜାର ଟଙ୍କା ଦେଉଛି
HYPERNYMY:
ଦେବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
urdدینا , عطاکرنا
   see : ଦାନ, ପରିଶୋଧ କରିବା, ଘେରାଇବା, ସମର୍ପଣ କରିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP