Dictionaries | References

ଦଳ

   
Script: Odia

ଦଳ

ori.wordnet.indo | Oriya  Oriya |   | 
 noun  କୌଣସି କାମ ବା ଉଦ୍ଦେଶ୍ୟ ସାଧନପାଇଁ ଅଭିପ୍ରେତ ଲୋକସମୂହ   Ex. ଆଜିକାଲି ସମାଜରେ ନିତି ନୂଆ ନୂଆ ଦଳ ମୁଣ୍ଡ ଟେକୁଛନ୍ତି
ONTOLOGY:
दल इत्यादि (GRP)">समूह (Group)संज्ञा (Noun)
Wordnet:
asmদল
benদল
hinदल
kokदळ
mniꯀꯥꯡꯕꯨ
panਦਲ
urdجماعت , گروہ , منڈل , تنظیم , فرقہ , ٹولی
 noun  କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର   Ex. ଆପଣ କେଉଁ ଦଳର ?
MERO MEMBER COLLECTION:
ONTOLOGY:
दल इत्यादि (GRP)">समूह (Group)संज्ञा (Noun)
Wordnet:
asmদল
benদল
gujદલ
kasپارٹی , تَنٛظیٖم , جَماعت
kokदळ
mniꯗꯣꯜ
nepदल
panਦਲ
urdجماعت , گروپ , پارٹی , گروہ , جتھا , ٹولی , تنظیم
 noun  ଏକାଠି ହୋଇ ରହୁଥିବା ଗୋଟିଏ ଜଙ୍ଗଲୀ ସ୍ତନ୍ୟପାୟୀ ଜାତିର ଦଳ   Ex. ହରିଣଦଳରୁ ଅଲଗା ହୋଇଯାଇଥିବା ଶାବକକୁ ହେଟାବାଘ ମାଡ଼ିବସିଲା
MERO MEMBER COLLECTION:
ONTOLOGY:
दल इत्यादि (GRP)">समूह (Group)संज्ञा (Noun)
Wordnet:
kasکھیٚول , جماعت
urdجھنڈ , ہجوم , دل
 noun  ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ   Ex. ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି
ONTOLOGY:
दल इत्यादि (GRP)">समूह (Group)संज्ञा (Noun)
Wordnet:
kokदळ
urdٹولی , جماعت , دل , منڈلی
 noun  ଲୋକମାନଙ୍କର ସେହି ଗୋଷ୍ଠୀ ଯେଉଁମାନଙ୍କ ପାଖରେ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ନିମନ୍ତେ ଶକ୍ତି ବା କ୍ଷମତା ଥାଏ   Ex. ସେ ଗୋଟିଏ ଦଳରେ ମିଶିବାକୁ ଚାହୁଁଛି
ONTOLOGY:
दल इत्यादि (GRP)">समूह (Group)संज्ञा (Noun)
 noun  ଗତିଶୀଳ ଭିଡ଼ ବା ଚାଲୁଥିବା ଅବସ୍ଥାର ଭିଡ଼ ଯାହା କେଉଁଠାରୁ ଆସୁଥାଏ ବା ଯାଉଥାଏ   Ex. ଲୋକମାନଙ୍କ ଦଳର ଆଗେଆଗେ ଜଣେ ଯୁବକ ଚାଲୁଥିଲା
ONTOLOGY:
दल इत्यादि (GRP)">समूह (Group)संज्ञा (Noun)
Wordnet:
mniꯆꯠꯂꯤꯕ꯭ꯃꯤꯌꯥꯝ
urdجھنڈ , غول
 noun  କିଛି ବିଷୟରେ ବିଚାର-ବିମର୍ଶ କରିବା ବା ଯୋଜନା ପ୍ରସ୍ତୁତ କରିବା ବା କୌଣସି ପ୍ରତିଯୋଗିତାର ନିର୍ଣ୍ଣାୟକ ରୂପେ ଏକତ୍ରୀତ ହୋଇଥିବା କୌଣସି ବିଶେଷ କାର୍ଯ୍ୟନେଇ ଲୋକଙ୍କର ଗୋଷ୍ଠୀ   Ex. ବାଦବିବାଦ ପ୍ରତିଯୋଗିତାରେ ନିର୍ଣ୍ଣା‍ୟକ ଦଳ ନିଜର ଫଳାଫଳକୁ ଆୟୋଜକଙ୍କ ନିକଟକୁ ପଠାଇଦେଲେ
ONTOLOGY:
दल इत्यादि (GRP)">समूह (Group)संज्ञा (Noun)
Wordnet:
gujદળ
malനിര്ണ്ണയ സമതി
panਦਲ
   see : ପତ୍ର, ମଣ୍ଡଳୀ, ଗୋଠ, ପଲ୍‌ହ, ପାର୍ଟି

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP