Dictionaries | References

ଜାତି

   
Script: Odia

ଜାତି

ori.wordnet.indo | Oriya  Oriya |   | 
 noun  ବଂଶ-ପଂରମ୍ପରା ଅନୁସାରେ କରାଯାଇଥିବା ସମାଜର ବିଭାଗୀ କରଣ   Ex. ହିନ୍ଦୁମାନଙ୍କ ମଧ୍ୟରେ ନିଜ ଜାତିରେ ହିଁ ବିବାହ କରିବା ପ୍ରଥା ପ୍ରଚଳିତ
HOLO MEMBER COLLECTION:
HYPONYMY:
କେଉଟ କାୟସ୍ଥ ଜାତି ଗୋପାଳ ଆର୍ଯ୍ୟ ଜାତି ଅନାର୍ଯ୍ୟ ନାଗା ବଢ଼େଇ ଜାତି କମାର ଶକଜାତି କିନ୍ନର ଜାତି ଲଖେରା ଜାତି ଭୂମିହାର ମଲ୍ଲଜାତି ମୀନାଜାତି ଅନୁସୂଚିତ ଜାତି ତ୍ରିବେଦୀ ବ୍ୟାଧଜାତି ନାଟୁଆ ଜାତି କହାର ଜନଜାତି ଭଜାଳି ପଠାଣ ଜାତି ଜାଠ୍‌ ଜାତି ଚନ୍ଦେଲ ଜାତି କଥକ ତନ୍ତୀଜାତି ଗୋଣ୍ଡ ଜାତି ମ୍ଳେଚ୍ଛ ଜାତି କଞ୍ଜର ଜାତି ମଙ୍ଗୋଲ ଜାତି ବୋହରା ଜାତି ଅଫରିଦ ଶଙ୍ଖାରି ଜାତି କାମାଠୀ ଜାତି ନିଷାଦ କୁକୁର ଜାତି ଭୀଲ ଜାତି ଗୋଥ ଜାତି ମେଣ୍ଢୀଆଳ ଜାତି ବୀରମତ୍ସ୍ୟ ପାର୍ଥଜାତି ଅମୀନ ରୈଗର ଜାତି ଅୟୋଗବ ଅରିଆକନ୍ଧ ଆରୋଡ଼ା ଖତ୍ରୀ କୁଣବୀ ଗୌଡ଼ ଜାତି କୋଲମ ଜାତି ପଟେଲ ଯୋଦ୍ଧେୟ କୋଶଳ ବେଣ ଜାତି ଉଜବେକୀ କୁଞ୍ଜଡା ଗୁର୍ଜର କାଲବେଲିୟା ସମ୍ପ୍ରଦାୟ ଲଙ୍ଗା ଜାତି ମାଙ୍ଗନୟାର ଜାତି ଲଙ୍ଗା-ମାଙ୍ଗନୟାର ଜାତି ସାରସ୍ବତ ବ୍ରାହ୍ମଣ
ONTOLOGY:
समूह (Group)संज्ञा (Noun)
Wordnet:
kasذٲژ , قوم , قٔبیٖلہٕ
mniꯐꯨꯔꯨꯞ
urdبرادری , ذات , فرقہ , قوم
 noun  ଜୀବବିଜ୍ଞାନରେ ସଜୀବମାନଙ୍କର ସବୁଠୁ ଉପର ସ୍ତରରେ କରାଯାଇଥିବା ବର୍ଗୀକରଣ   Ex. ଜୀବବିଜ୍ଞାନର ଛାତ୍ର ହେତୁ ମୁଁ ଜୀବମାନଙ୍କର ଜାତି ବିଷୟରେ ଭଲ ଭାବରେ ଜାଣିଛି
ONTOLOGY:
समूह (Group)संज्ञा (Noun)
Wordnet:
mniꯊꯋꯥꯏ꯭ꯄꯥꯟꯕꯁꯤꯡꯒꯤ꯭ꯀꯥꯡꯂꯨꯞ
urdہم نسل , فائیلم , نسل
 noun  କୌଣସି ଜାତିର ପୋଷା ଜନ୍ତୁଙ୍କର ଏକ ବିଶେଷ ପ୍ରଜାତି   Ex. ସେ ଗୋଟିଏ ଭଲ ଜାତିର କୁକୁର ପାଳିଛି
HYPONYMY:
ONTOLOGY:
समूह (Group)संज्ञा (Noun)
Wordnet:
   see : ପ୍ରକାର

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP