Dictionaries | References

ଜଳ ନିଷ୍କାସନ

   
Script: Odia

ଜଳ ନିଷ୍କାସନ

ori.wordnet.indo | Oriya  Oriya |   | 
 noun  ଜଳ ବାହାରିବା ବା ବାହାରକରିବା କାମ   Ex. ନାଳରେ ଅଳିଆ-ଆବର୍ଜନା ଭର୍ତ୍ତି ହୋଇଯିବା କାରଣରୁ ଜଳ ନିଷ୍କାସନରେ ଅସୁବିଧା ହେଉଛି
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଜଳର ନିର୍ଗମନ   Ex. ଜଳ ନିଷ୍କାସନର ଉଚିତ ବ୍ୟବସ୍ଥା ନ ହେବାରୁ ମଇଳା ପାଣି ରାସ୍ତା ଉପରେ ଜମା ହୋଇଛି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ପାଣି ବାହାରିବା ବା ବାହାର କରାଇବା ପ୍ରକ୍ରିୟା   Ex. ସମୁଚିତ ଜଳ ନିଷ୍କାସନ ବ୍ୟବସ୍ଥା ନହେଲେ ବିଭିନ୍ନ ରୋଗ ଉତ୍ପନ୍ନ ହୁଏ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP