Dictionaries | References

ଚିହ୍ନ

   
Script: Odia

ଚିହ୍ନ

ori.wordnet.indo | Oriya  Oriya |   | 
 noun  ଦେଖାଯାଉଥିବା ବା ବୁଝିହେଉଥିବା ଏଭଳି ଲକ୍ଷଣ, ଯାହାଦ୍ୱାରା କୌଣସି ଜିନିଷ ଚିହ୍ନିହୁଏ ବା କୌଣସି କଥାର କିଛି ପ୍ରମାଣ ମିଳେ   Ex. ରେଡ୍‌କ୍ରସ ଚିକିତ୍ସା କ୍ଷେତ୍ରର ଏକ ମହତ୍ତ୍ୱପୂର୍ଣ୍ଣ ଚିହ୍ନ / ଅର୍ଜୁନ ଉପଲକ୍ଷକୁ ଦେଖି ଲକ୍ଷଭେଦନ କରିଥିଲେ / ମେଘ ହେବାର କୌଣସି ଚିହ୍ନ ନାହିଁ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
 noun  ନିଜେ ନିଜେ ତିଆରି ହୋଇଥିବା ବା କୌଣସି ଜିନିଷର ସମ୍ପର୍କ ସଙ୍ଘର୍ଷ ବା ଚାପିବାଦ୍ୱାରା ପଡ଼ିଥିବା ଚିହ୍ନ   Ex. ମରୁଭୂମିରେ ସ୍ଥାନେସ୍ଥାନେ ଓଟର ପାଦ ଚିହ୍ନ ପଡ଼ିଥିବା ଦେଖାଯାଏ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
 noun  କୌଣସି ଜିନିଷ ଉପରେ କୌଣସି ଚିହ୍ନ ଲଗାଇବା ବା ତିଆରି କରିବା କାମ   Ex. ସେ ବହିର ଗୁରୁତ୍ୱପୂର୍ଣ୍ଣ ପାଠରେ ଚିହ୍ନ ଦେଇଛନ୍ତି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  କାଗଜ ଲୁଗା ଉପରେ ଢଳା, ଖୋଦିତ ବା ଲେଖାହୋଇଥିବା ଅକ୍ଷର, ଚିତ୍ରଆଦିର ଚିହ୍ନ   Ex. ଏହି ଶାଢ଼ି ଉପରେ ଜାହାଜର ଚିହ୍ନ ରହିଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
Wordnet:
 noun  ରକ୍ତବିକାର କାରଣରୁ ଶରୀରରେ ଦିଶୁଥିବା ଗୋଲ ଦାଗ ବା ଫୁଲା   Ex. ମଶା କମୁଡ଼ିବାଯୋଗୁଁ ତା ଦେହରେ ଠାଏଠାଏ ଚିହ୍ନ ହୋଇଛି
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
SYNONYM:
 noun  ତାସ ପତାଉପରେ ହୋଇଥିବା ଚିହ୍ନ   Ex. ଛକା ଉପରେ ଛଅଟି ଚିହ୍ନ ଥାଏ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
   see : ଦାଗ, ଦାଗ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP