Dictionaries | References ଖ ଖେଳ Script: Odia Meaning Related Words Rate this meaning Thank you! 👍 ଖେଳ ori.wordnet.indo | Oriya Oriya | | noun ଆମୋଦପ୍ରମୋଦ ବା ବ୍ୟାୟାମ ନିମନ୍ତେ ଡିଆଁଡ଼େଇଁ,ଦୌଡ଼ାଦୌଡ଼ି ବା ଅନ୍ୟ କୌଣସି ମନୋରଞ୍ଜକ କାର୍ଯ୍ୟ Ex. ଖେଳରେ ହାରିବା ଜିତିବା ଲାଗିରହିଥାଏ HYPONYMY:କବାଡ଼ି ବିଲିୟର୍ଡ଼ ଅନ୍ତାକ୍ଷରୀ ପଶା ବାଜି ଜୁଆ ଲୁଚକାଳି ସତରଞ୍ଜ କ୍ରିକେଟ ଗତକା କାଞ୍ଜିଗାତ ଡାବଳପୁଆ ଗଲ୍ଫ ଟେନିସ ଫୁଟବଲ ଭଲିବଲ ପୋଲୋ ହକି ସ୍କିପିଙ୍ଗ୍ ଗୁପଚୁପ ଖେଳ ଅଟକନ-ବଟକନ ଅକ୍କଡ ବକ୍କଡ ଲଙ୍ଗଡ଼ି ଓଲ୍ହାପାତି ପିଟ୍ଟୁ ଚିକ୍କା ବେଲ-ବିଚ୍ଚି ଛକ୍କା-ପଞ୍ଝା ରସାକଶୀ ତାସ ଡାଗରପୁଆ ଝାଇଁମାଇଁ ଫୁଗଡ଼ି ଖେଳ ବୋଲିଙ୍ଗ ବ୍ୟାଡମିଣ୍ଟନ ପଞ୍ଚଗୋଲିଆ ଖୋ ଖୋ ଏକଗୋଡ଼ିଆ ଖେଳ ସ୍କ୍ୱାଶ ଟେବୁଲ ଟେନିସ ବାସ୍କେଟବଲ ଖେଳ ପୁଲ ସ୍କୀଇଙ୍ଗ ହାର୍ସଶୂଜ କେରମ ପାରାଗ୍ଲାଇଡିଙ୍ଗ୍ ପଞ୍ଚଗୁଟିଆ ଟେଷ୍ଟ୍ ଶୃଙ୍ଖଳା କମ୍ପ୍ୟୁଟର ଗେମ୍ ଖେଳ ତୀରନ୍ଦାଜୀ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଖେଳକୁଦ କ୍ରୀଡ଼ାWordnet:asmখেল bdगेलेनाय benখেলা gujરમત hinखेलकूद kanಆಟ kokखेळ malകളി marखेळ mniꯁꯥꯟꯅꯕ nepखेल panਖੇਡ sanक्रीडा tamவிளையாட்டு telఆట urdکھیل , کھیل کود noun କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ Ex. ପିଲାମାନେ ପାଣିରେ ଖେଳୁଛନ୍ତି HYPONYMY:ଜଳକ୍ରୀଡ଼ା ରାସ ନୌକ୍ରୀଡ଼ା ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:କ୍ରୀଡା ବିହାର କେଳି ବିନୋଦ କୌତୁକ ଆମୋଦପ୍ରମୋଦWordnet:asmখেল bdगेलेनाय benখেলা gujરમત hinखेल kasگِنٛدُن , دِل بٔہلٲیی malകളി marक्रीडा nepखेल panਖੇਡਣਾ sanक्रीडा telఆట urdکھیل , تفریح , تماشا , اٹکھیکلی , کلول , دل لگی noun ଖେଳର ପ୍ରଦର୍ଶନ Ex. ସର୍କସ ବାହାରେଥିବା ସୂଚନା ଫଳକରେ ଲେଖାଯାଇଛି ଯେ ଖେଳର ସମୟ ବଦଳି ଯାଇଛି HYPONYMY:କାଠକଣ୍ଢେଇ ନାଚ ସର୍କସ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଖେଳ ପ୍ରଦର୍ଶନWordnet:asmখেল bdगेलेनाय दिनथिनाय gujખેલ hinखेल kanಸಾಹಸ ಪ್ರದರ್ಶನ kasکھیل kokखेळ malപ്രദര്ശ്ന സമയം mniꯀꯨꯝꯃꯩ꯭ꯎꯠꯄ panਖੇਡ tamகாட்சி urdتماشہ , نمائش کھیل , کھیل کی نمائش , کھیل کا مظاہرہ noun ତୁଚ୍ଛ ଅଥବା ବହୁତ ସାଧାରଣ ରୂପରେ କରାଯାଉଥିବା ବ୍ୟବହାର Ex. ନିଜ କାମ ସହିତ ଖେଳ ଭଲ କଥା ନୁହେଁ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:କୌତୁକWordnet:asmখেলা bdथामसा खालामनाय benপ্রগলতা kasگِنٛدُن kokकरमणूक malമോശമായ പെരുമാറ്റം marखेळ nepहेलचेकर्याइँ panਖਿਲਵਾੜ tamவேடிக்கை விளையாட்டு urdکیھلواڑ noun ଏକ ସକ୍ରିୟ ମନୋରଞ୍ଜନ ଯେଉଁଥିରେ ଶାରୀରିକ ଶ୍ରମ ଏବଂ ପ୍ରତିସ୍ପର୍ଦ୍ଧାର ଆବଶ୍ୟକତା ଥାଏ Ex. ସେ ଖୋ-ଖୋ, କବାଡୀ, ହକି ଆଦି ଖେଳରେ ଭାଗ ନିଏ HYPONYMY:ସିଙ୍ଗଲସ୍ ଡବଲସ୍ ରାଉଣ୍ଡ ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଖେଳକୁଦ ଏଥ୍ଲେଟିକ୍ସWordnet:benখেলা gujખેલ kasکھیل , گِنٛدُن درٛۄکُن , اٮ۪تھلیٖٹِکس panਖੇਡ sanक्रीडा noun ମନୋରଞ୍ଜନ ନିମନ୍ତେ ବ୍ୟବହୃତ ବସ୍ତୁ,କାମ ଆଦି ଯେଉଁଥିରେ ଖେଳା ଯାଏ Ex. ମୋ କଂପ୍ୟୁଟରରେ କେତେ ପ୍ରକାର ଖେଳ ଅପଲୋଡ ହୋଇଛି ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ଗେମ୍Wordnet:benগেম gujગેમ hinगेम kanಆಟ kasگیم , کھیٛل kokगेम marखेळ panਗੇਮ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP