Dictionaries | References

ଖରାପ

   
Script: Odia

ଖରାପ

ori.wordnet.indo | Oriya  Oriya |   | 
 adjective  ସବୁଠାରୁ ନିମ୍ନ ବା ନିକୃଷ୍ଟ ଧରଣର   Ex. ତୁମର ଖରାପ ବ୍ୟବହାରରେ ମୁଁ ଅସ୍ତବ୍ୟସ୍ତ ହୋଇଗଲିଣି
MODIFIES NOUN:
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
Wordnet:
kasکَم ضَرِف , موٚکُر
mniꯆꯥꯎꯈꯠꯇꯕ
urdگھٹیا , بیہودہ , کمینہ , سوقیانہ , بازاری , عوامی , بھونڈا , سفلہ , ارذل
 adjective  ଯେଉଁଥିରେ କୌଣସି ପ୍ରକାରର ବିକାର ହୋଇଯାଇଛି   Ex. ସେ ଖରାପ ଇଞ୍ଜିନ୍‌କୁ ଠିକ୍‌ କରୁଛି / ଅପଭ୍ରଂଶ ଶୈଳୀର ପ୍ରୟୋଗ ଜୈନ ଏବଂ ହିନ୍ଦୁ ଦୁଇ ସମ୍ପ୍ରଦାୟର ଚିତ୍ରଗୁଡ଼ିକରେ ହୋଇଛି
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
 adjective  ଭଲର ଓଲଟା ବା ବିପରୀତ   Ex. ଖରାପ ଲୋକମାନଙ୍କର ସଙ୍ଗତି ଭଲ ନୁହେଁ / ଆମେ ଖରାପ କାମ କରିବା ଉଚିତ ନୁହେଁ
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
Wordnet:
malചീത്ത പ്രവര്ത്തികള്‍ ചെയ്യരുതു്
mniꯐꯠꯇꯕ
urdبرا , خراب , گھٹیا , واہیات , بد , ابتر
 noun  ଖରାପ ହେବାର ଅବସ୍ଥା ବା ଭାବ   Ex. ଏହି ଗାଡ଼ିଟି ଖରାପ ଅଛି
ONTOLOGY:
अवस्था (State)संज्ञा (Noun)
Wordnet:
mniꯕꯦꯔꯥ
urdخرابی , گڑبڑی , بگاڑ , فساد , فتور
 adverb  ଖରାପ ଭାବରେ   Ex. ଆମ ଖେଳାଳିମାନେ ଖରାପ ଖେଳିଲେ ତେଣୁ ଆମେ ମ୍ୟାଚ ହାରିଗଲୁ
ONTOLOGY:
रीतिसूचक (Manner)क्रिया विशेषण (Adverb)
SYNONYM:
ଖରାପ ଭାବରେ
Wordnet:
mniꯃꯑꯣꯡ ꯃꯔꯤꯟ꯭ꯇꯥꯗꯕ
urdبرا , خراب طریقےسے , برےطورپر , برےطریقےسے
 adjective  ଯାହାର ଚାଲିଚଳନ ବା ଅଭ୍ୟାସ,ସ୍ୱଭାବ ଆଦି ଭଲ ନୁହେଁ   Ex. ଖରାପ ପିଲାଙ୍କ ସହିତ ଖେଳନାହିଁ
MODIFIES NOUN:
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
Wordnet:
   see : ଦୁରାଶୟ, ଅନୁଚ୍ଚିତ, ଅଶ୍ଲୀଳ, ସଢ଼ା, ଦୂଷିତ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP