Dictionaries | References ଦ ଦେବା Script: Odia Meaning Related Words Rate this meaning Thank you! 👍 ଦେବା ori.wordnet.indo | Oriya Oriya | | verb କାହାକୁ କିଛି ହସ୍ତଗତ କରାଇବା Ex. ଅଧ୍ୟାପକ ତାକୁ ପୁରସ୍କାର ଦେଲେ HYPERNYMY:କାମ କରିବା ONTOLOGY:() ➜ कर्मसूचक क्रिया (Verb of Action) ➜ क्रिया (Verb) SYNONYM:ପ୍ରଦାନ କରିବା ସମର୍ପିବାWordnet:gujઆપવું hinदेना kanಕೊಡು kasدُین malനല്കുക nepदिनु panਦੇਣਾ tamகொடு telఇవ్వు urdپیش کرنا , دینا , اداکرنا verb କାହାରିକୁ ଦୁଃଖୀ କରିବା ବା କାହାର କ୍ଷତି କରିବା Ex. ପୁଅ ନିଜ ଘର ତ୍ୟାଗକରି ବାପାକୁ ବହୁତ ଦୁଃଖ ଦେଲା HYPERNYMY:ହଇରାଣ କରିବା ONTOLOGY:कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb) SYNONYM:ପହଞ୍ଚାଇବା ପହଞ୍ଚେଇବାWordnet:bdहो benদেওয়া gujપહોંચાડવું kanನೋವು ಮಾಡು kasواتناوُن malവേദന നല്കുുക telదు verb ପ୍ରସ୍ତୁତ କରିବା Ex. ସେ ସଭାରେ ନିଜ ମତାମତ ଉପସ୍ଥାପିତ କଲେ / ଓକିଲ ନ୍ୟାୟାଧୀଶଙ୍କ ସମ୍ମୁଖରେ କିଛି ପ୍ରମାଣ ଦେଲେ HYPERNYMY:କାମ କରିବା ONTOLOGY:कर्मसूचक क्रिया (Verb of Action) ➜ क्रिया (Verb) SYNONYM:ଉପସ୍ଥାପିତ କରିବାWordnet:bdदिन्थिनाय kanತೆರೆದಿಡು kasپیش کَرُن , برٛونٛٹھہٕ کَنہِ تھاوُن , تھاوُن malനിരത്തുക mniꯐꯣꯡꯗꯣꯛꯄ nepराख्नु panਰੱਖਣਾ tamமுன்வை urdپیش کرنا , رکھنا verb ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା Ex. ଆମେ ଦୁଇଟି ଗୋଲ୍ ଦେଲୁ / ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ HYPERNYMY:ପ୍ରାପ୍ତି କରିବା ONTOLOGY:कर्मसूचक क्रिया (Verb of Action) ➜ क्रिया (Verb) SYNONYM:କରିବା ପାଇବା ହାସଲ କରିବା ପ୍ରାପ୍ତକରିବାWordnet:kasکَرُن , بَناوُن mniꯄꯥꯟꯖꯜ꯭ꯆꯟꯕ urdبنانا verb ମୌଖିକ ରୂପରେ ପ୍ରସ୍ତୁତ କରିବା Ex. ଶ୍ୟାମକୁ ମଧ୍ୟ ମୋ ଶୁଭକାମନା ଜଣାଇଦେବେ / ଗୁରୁଜୀ ଅନୁତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି HYPERNYMY:କହିବା ONTOLOGY:संप्रेषणसूचक (Communication) ➜ कर्मसूचक क्रिया (Verb of Action) ➜ क्रिया (Verb) SYNONYM:ପ୍ରଦାନ କରିବାWordnet:kanಶುಭಾಕಾಮಾನೆ ಹೇಳು malആശ്വസിപ്പിക്കുക urdدینا verb ପୂରାକରିବା ବା ଦେବାର ପ୍ରସ୍ତାବ ରଖିବା ବା କାମ ବଦଳରେ ଧନ ଦେବା Ex. ସେ ଏହିକାମପାଇଁ ମୋତେ ତିରିଶ ହଜାର ଟଙ୍କା ଦେଉଛି HYPERNYMY:ଦେବା ONTOLOGY:कर्मसूचक क्रिया (Verb of Action) ➜ क्रिया (Verb) SYNONYM:ପ୍ରଦାନ କରିବା ଦାନ କରିବାWordnet:kanನಿಡು kasدِیُن malതരുക urdدینا , عطاکرنا See : ଦାନ, ପରିଶୋଧ କରିବା, ଘେରାଇବା, ସମର୍ପଣ କରିବା Related Words ଦେବା ସୂଚେଇ ଦେବା ଅଭିସଂପାତ ଦେବା ଆଶୀଷ ଦେବା ଇଞ୍ଜେକ୍ସନ ଦେବା ଉଡ଼େଇ ଦେବା ଉପଦେଶ ଦେବା ଦାୟିତ୍ୱ ଦେବା ପ୍ରସ୍ତାବ ଦେବା ବାସଗୃହ ଦେବା ଭିକ୍ଷା ଦେବା ଭେଟି ଦେବା ଭୋଜନ ଦେବା ଚକମା ଦେବା ଚାକିରି ଦେବା ଚୁମ୍ବନ ଦେବା ଜବାବ୍ ଦେବା ଶରଣ ଦେବା ଶ୍ରାପ ଦେବା କାମ ଦେବା ଖେଳେଇ ଦେବା ଆତ୍ମବଳି ଦେବା ଆଶୀର୍ବାଦ ଦେବା ଉତ୍ତର ଦେବା ଉପହାର ଦେବା ପରିଚୟ ଦେବା ଭିକ ଦେବା ଘର ଦେବା ଚୁମା ଦେବା ଚେତାବନୀ ଦେବା ସମ୍ମାନ ଦେବା ଆଶ୍ରୟ ଦେବା ସାନ୍ତ୍ୱନା ଦେବା ଜିମା ଦେବା ଗୁପ୍ତରେ ଆଶ୍ରୟ ଦେବା ଗୁପ୍ତରେ ସୁରକ୍ଷା ଦେବା ସହମତ ଦେବା ସୂଚନା ଦେବା ହଟେଇ ଦେବା ଅପମାନ ଦେବା ଅଭିଶାପ ଦେବା ଆକାର ଦେବା ଆଜ୍ଞା ଦେବା ଆଦେଶ ଦେବା ଆହ୍ୱାନ ଦେବା ଉଜାଡ଼ି ଦେବା ଉଡ଼ାଇ ଦେବା ଟୀକା ଦେବା ତଡ଼ି ଦେବା ତାଲିମ ଦେବା ଦାଗ ଦେବା ଦାନ ଦେବା ଧକ୍କା ଦେବା ନିଯୁକ୍ତି ଦେବା ପ୍ରଲେପ ଦେବା ପ୍ରଶିକ୍ଷଣ ଦେବା ପରାମର୍ଶ ଦେବା ଫଳ ଦେବା ଫୋପାଡ଼ି ଦେବା ବକ୍ତବ୍ୟ ଦେବା ବାଧା ଦେବା ବିସ୍ତର ଦେବା ବୋକ ଦେବା ଭୋଜି ଦେବା କଥା ଦେବା କଷ୍ଟ ଦେବା କ୍ଷମା ଦେବା କୋମଳସ୍ପର୍ଶ ଦେବା ଗାଧୋଇ ଦେବା ଗାଳି ଦେବା ଗୁଡ଼େଇତୁଡ଼େଇ ଦେବା ଗୁଡେଇ ଦେବା ଚଟକଣି ଦେବା ଚାପି ଦେବା ଚାଲିବାକୁ ଦେବା ଚିହ୍ନ ଦେବା ଛାଡ଼ି ଦେବା ଜନ୍ମ ଦେବା ଲମ୍ଫ ଦେବା ଶାସ୍ତି ଦେବା ଶିକ୍ଷା ଦେବା ଶୁଖାଇ ଦେବା നേടുക ଆଖିରେ ଧୂଳି ଦେବା ବାଟ ଭୁଲେଇ ଦେବା ବିବାହ ପ୍ରସ୍ତାବ ଦେବା କୋମଳ ଲଘୁସ୍ପର୍ଶ ଦେବା ଗୁପ୍ତରେ ଶରଣ ଦେବା ରଦ୍ଦ କରି ଦେବା بنانا విడచి ਛੱਡਦੇਣਾ go along अवमन् छोड्नु लताड़ना लाथाळणे राख्नु धडक देणे tantalise Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP