Dictionaries | References

ଉତ୍‌ସବ

   
Script: Odia
See also:  ଉତ୍‌ସବ

ଉତ୍ସବ     

ori.wordnet.indo | Oriya  Oriya
See : ଉତ୍ସବ
noun  କୌଣସି ବଡ଼ ଜାତୀୟ, ଧାର୍ମିକ, ସାମାଜିକ, ମଙ୍ଗଳ ବା ଶୁଭ ଅବସର ଯାହା ଧୂମ୍‌ଧାମରେ ପାଳିତ ହୁଏ   Ex. ସ୍ୱତନ୍ତ୍ରତା ଦିବସ ଆମର ରାଷ୍ଟ୍ରୀୟ ଉତ୍ସବ
HYPONYMY:
ରଥଯାତ୍ରା ହରିତାଳିକା ଇଦ୍‌ ଦଶହରା ଦୀପାବଳି ରାକ୍ଷୀପୂର୍ଣ୍ଣିମା ଗଣଗୌର ବକର-ଇଦ୍‌ ଖ୍ରୀଷ୍ଟମାସ ହୋଲି ଦେବୋତ୍ଥାନ ଏକାଦଶୀ ଧନତେରସ କଜଳୀପର୍ବ ସ୍ନାନପର୍ବ ଭାତୃଦ୍ୱିତୀୟା ବୈଶାଖୀ ଲୋହଡ଼ୀ ନାଗପଞ୍ଚମୀ ଗଣେଶ ପୂଜା କୁମ୍ଭ ବସନ୍ତ ପଞ୍ଚମୀ ଫୁଲଡୋଲ ଉତ୍ସବ ଚନ୍ଦ୍ରତୃତୀୟା ଗଣେଶ ଚତୁର୍ଥୀ ଜନ୍ମାଷ୍ଟମୀ ଦୁର୍ଗାନବମୀ ସଙ୍କଟ ଚତୁର୍ଥୀ ପୋଙ୍ଗଲ ଓଣମ କ୍ୱାଞ୍ଜା ଇଷ୍ଟର୍ ତ୍ରିସୂର ପୂରମ ଅର୍ଦ୍ଧୋଦୟ ଇନ୍ଦ୍ରଦମନ ରତଜଗା ଇଖରାଜ ମହାକୁମ୍ଭ
ONTOLOGY:
सामाजिक कार्य (Social)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ପର୍ବ
Wordnet:
asmউৎসৱ
bdरंजाथाइ
benউত্সব
gujતહેવાર
hinत्योहार
kanಹಬ್ಬ
kasبوٚڑ دۄہ
kokसण
malഉത്സവം
marसण
mniꯀꯨꯝꯃꯩ
nepपर्व
panਤਿਉਹਾਰ
sanउत्सवः
tamவிழா
telపండుగ
urdتہوار , جشن
noun  ଭୋଜି ବା ଉତ୍ସବ ପାଳନ ନିମନ୍ତେ ଯେଉଁ ଦିନ ବା ସମୟ ଅଲଗା ରଖାଯାଇଥାଏ   Ex. ଇଦ ଉତ୍ସବ ପୁଣି କେବେ ଆସିବ?
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ପର୍ବ ସମାରୋହ
Wordnet:
benউত্সব
mniꯍꯔꯥꯎ ꯇꯌꯥꯝꯕꯒꯤ꯭ꯀꯨꯝꯃꯩ
panਤਿਉਹਾਰ
sanउत्सवः
telఉత్సవము
urdجشن , تہوار , تقریب
noun  ଯେଉଁ ଶୁଭ ଅବସରରେ ବହୁତ ଲୋକ ଏକତ୍ରିତ ହୁଅ   Ex. ପିଉସୀ ବାହାଘର ଉତ୍ସବରେ ଯୋଗଦେବାକୁ ଆସିଥିଲେ
ATTRIBUTES:
ଶୁଭ
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ଉତ୍‌ସବ
Wordnet:
gujપ્રસંગ
kanಮದುವೆಯ ಹತ್ತಿರದ ದಿನ
kasتقریٖب
malശുഭവേള
sanउत्सवः
See : ସମାରୋହ, ସମାରୋହ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP