Dictionaries | References ଶ ଶୈଳୀ Script: Odia Meaning Related Words Rate this meaning Thank you! 👍 ଶୈଳୀ ori.wordnet.indo | Oriya Oriya | | noun ଭାଷା,କଳା,ସଂଗୀତ ଆଦିରେ କିଛି ଅଭିବ୍ୟକ୍ତ ବା ପ୍ରକଟ କରିବାର ଉପାୟ ଯାହା ହେଉଛି କୌଣସି ବିଶେଷ ବ୍ୟକ୍ତି, ସମୁଦାୟ, ବା ସମୟ ସୀମାର ବିଶିଷ୍ଟତା Ex. ସମସ୍ତ ସାମ୍ବାଦିକ ସମାଚାର ପତ୍ରର ଶୈଳୀକୁ ମାନିବା ଉଚିତ ONTOLOGY:मनोवैज्ञानिक लक्षण (Psychological Feature) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:bdफोरमायनाय आदब gujશૈલી hinशैली kanಶೈಲಿ kasاَسلوٗب mniꯍꯩꯁꯤꯡꯕ nepशैली panਸ਼ੈਲੀ tamநீரோட்டம் telశైలి urdوضع , اسلوب , طرز , روش , انداز noun ଯେଉଁ ସମ୍ପାଦକୀୟ ତଥ୍ୟଦ୍ୱାରା ବର୍ତନୀ ଓ ବିରାମଚିହ୍ନ ଏବଂ ବଡ଼ ଅକ୍ଷରଗୁଡ଼ିକ ପ୍ରୟୋଗ ତଥା ମୁଦ୍ରଣ ସମ୍ବନ୍ଧୀୟ ପ୍ରଦର୍ଶନପାଇଁ ବ୍ୟବହାର କରାଯାଏ Ex. ଶୈଳୀକୁ ଆଧାରକରି ବର୍ତନୀର ପ୍ରୟୋଗ ହେବା ଉଚିତ ONTOLOGY:संज्ञापन (Communication) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଷ୍ଟାଇଲWordnet:urdاسلوب , اسٹائل noun ଦିଆଯାଇଥିବା ବା ଏକ ବିଶେଷ ସମୟର ପ୍ରକାର Ex. ୧୯୨୦ର ଏକ ନିଜସ୍ୱ ଶୈଳୀ ଥିଲା ONTOLOGY:बोध (Perception) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଷ୍ଟାଇଲWordnet:marशैली urdاسلوب , طرز , اسٹائل see : ଢଙ୍ଗ, ଭାଷା ଶୈଳୀ, ବ୍ୟବହାର Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP