Dictionaries | References

ଲୋକ

   
Script: Odia

ଲୋକ     

ori.wordnet.indo | Oriya  Oriya
noun  ଗୋଟିଏରୁ ଅଧିକ ବ୍ୟକ୍ତି   Ex. ଲୋକଙ୍କ ମଙ୍ଗଳପାଇଁ କାମ କରିବା ଉଚିତ୍
HOLO MEMBER COLLECTION:
ଶୋଭାଯାତ୍ରା ସମାଜ ଦୁନିଆ ବରଯାତ୍ରୀ ଥିବା ସ୍ଥାନ
HYPONYMY:
ପରଲୋକ ସ୍ୱଜନ ଜାତି ପରିବାର ଦମ୍ପତି ଇଂକା ହିନ୍ଦୁ ପାଖପଡ଼ୋଶୀ କିରଗିଜ ପିଣ୍ଡଦାତା କାର୍ଯ୍ୟାଳୟ କକ୍ଷ ସାମାଜିକ ବ୍ୟବସ୍ଥା ବିଦ୍ୟାଳୟ ଅଣହିନ୍ଦୁ ଅସୁସ୍ଥଲୋକ ନଗରପାଳିକା ପ୍ୟାକେଟ ଅନୁଚରବର୍ଗ
MERO MEMBER COLLECTION:
ବ୍ୟକ୍ତି
ONTOLOGY:
समूह (Group)संज्ञा (Noun)
SYNONYM:
ଗଣ ଜନଗଣ ଜନମାନବ ସମୂହ
Wordnet:
asmজনতা
bdलोगो
benলোক
gujલોકો
hinलोग
kanಜನ
kasلُکھ
kokलोक
malആളുകള്‍
marलोक
mniꯃꯤꯌꯥꯝ
nepमानिस
panਲੋਕ
tamமக்கள்
telప్రజలు
urdعوام , لوگ
noun  ପୃଥିବୀର ତଳେ-ଉପରେ କିଛି କଳ୍ପିତ ସ୍ଥାନ ପୁରାଣ ଅନୁସାରେ ଯାହାର ସଂଖ୍ୟା ଚଉଦ   Ex. ଧର୍ମଗ୍ରନ୍ଥ ଅନୁସାରେ ଉପରେ ସାତ ଓ ତଳେ ସାତ ଲୋକ ଅଛି
HYPONYMY:
ପାତାଳ ପରଲୋକ ସୂର୍ଯ୍ୟଲୋକ ଯମପୁର ରସାତଳ ଇନ୍ଦ୍ରଲୋକ ଗନ୍ଧର୍ବଲୋକ ସାକେତ ଲୋକ
ONTOLOGY:
पौराणिक स्थान (Mythological Place)स्थान (Place)निर्जीव (Inanimate)संज्ञा (Noun)
SYNONYM:
ଭୁବନ
Wordnet:
benলোক
hinलोक
kanಲೋಕ
kasدُنِیاہ
malലോകം
marभुवन
tamஉலகம்
telప్రపంచం
urdدنیا , سطح , طبق
adjective  ଏକ ଉଚ୍ଚ ସ୍ତରରେ ଲୋକମାନଙ୍କଦ୍ୱାରା ଯଥା ନାଗରୀକମାନଙ୍କଦ୍ୱାରା ସ୍ୱୀକୃତ ବା ମାନ୍ୟ ପ୍ରଦାନ କରାଯାଇଥିବା   Ex. ଭାରତରେ ଲୋକମତ ଆଧାର ଉପରେ ହିଁ ସରକାର ଗଢ଼ାହୁଏ/ ଭାରତରେ ଲୋକ ଶାସନ ରହିଛି
MODIFIES NOUN:
ଅବସ୍ଥା ବସ୍ତୁ ପ୍ରକ୍ରିୟା
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
SYNONYM:
ଗଣ
Wordnet:
benজন
gujલોક
hinलोक
kanಜನತೆಯ
kasرایہِ عام
malജനാഭിപ്റയത്തിന്റെ
panਲੋਕ
tamமக்களுடைய
telప్రజాస్వామ్యబధ్ధంగా
urdعام , عوامی , عوام کی , جنتاکی
noun  ବିଶ୍ବର କୌଣସି ବିଶିଷ୍ଟ ଅଂଶ ବା ସ୍ଥାନ ଯେଉଁଠି କିଛି ଅଲଗା ପ୍ରକାରର ଜୀବ ବା ପ୍ରାଣୀ ରହନ୍ତି   Ex. ଜୀବଲୋକ,ଦେବଲୋକ,ବ୍ରହ୍ମଲୋକ,ମନୁଷ୍ୟଲୋକ ଆଦି କେତେ ଲୋକ ଅଛି
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
Wordnet:
gujલોક
kasلُکھ , عوام
sanलोकः
See : ବ୍ୟକ୍ତି, ଜନତା, ଦୁନିଆ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP