ସଫଳତା ପାଇବା କାରଣରୁ ଯାହାଙ୍କ ମୁହଁର କାନ୍ତି ରକ୍ତାଭ ହୋଇଯାଇଥାଏ
Ex. ତାଙ୍କର ମନୋହର ଚେହେରା କେବେବି ଭୁଲି ପାରିବି ନାହିଁ
ONTOLOGY:
गुणसूचक (Qualitative) ➜ विवरणात्मक (Descriptive) ➜ विशेषण (Adjective)
ଛପ୍ପୟ ଛନ୍ଦର ଗୋଟିଏ ଭେଦ
Ex. ମନୋହରରେ ତେରଟି ଗୁରୁ, ଏକ ଶହ ଛବିଶଟି ଲଘୁ ଏବଂ ଏକ ଶହ ବାଉନଟି ମାତ୍ରା ଥାଏ
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଗୋଟିଏ ସଂକର ଛନ୍ଦ
Ex. ସଂଗୀତଜ୍ଞ ମନୋହର ରାଗରେ ଗାଉଛନ୍ତି
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)