ମୁଖଠାରୁ ଆରମ୍ଭ କରି ମଳଦ୍ୱାର ପର୍ଯ୍ୟନ୍ତ ବିସ୍ତୃତ ଏକ ନଳୀ ଯେଉଁଥିରେ ଖାଦ୍ୟ ହଜମ ହେବା ଠାରୁ ଆରମ୍ଭ କରି ହଜମ ହୋଇନଥିବା ପଦାର୍ଥକୁ ବାହାରକୁ ବାହାର କରିଦେବା ପର୍ଯ୍ୟନ୍ତ କାମ ହୋଇଥାଏ
Ex. ମନୁଷ୍ୟର ପାଚନ ନଳୀ ପ୍ରାୟ ଦଶ ମିଟର ଲମ୍ବା ହୋଇଥାଏ
HOLO COMPONENT OBJECT:
ପାଚନତନ୍ତ୍ର
MERO COMPONENT OBJECT:
କ୍ଷୁଦ୍ରାନ୍ତ୍ର କଣ୍ଠ ବୃହଦାନ୍ତ୍ର ପାକସ୍ଥଳୀ ଗ୍ରାସନଳୀ
ONTOLOGY:
शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benআহার নলি
gujપાચનનળી
hinआहार नाल
kokआहार नळी
panਅਹਾਰ ਨਾਲ
urdآنت , غذائی نالی