ପତି ବା ପତ୍ନୀ ରୂପେ ଗ୍ରହଣ କରିବା
Ex. ପ୍ରଥମ ପତ୍ନୀର ସନ୍ତାନ ନହେବା କାରଣରୁ ଫିରତୁ ଦ୍ୱିତୀୟ ସ୍ତ୍ରୀ କଲା
ONTOLOGY:
करना इत्यादि (VOA)">कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
କୌଣସି କାମ ଆଦିରେ ଭଲ ଭାବରେ ଲିପ୍ତ ରହିବା
Ex. ତୁମେ ନିଜ କାମ କର, ସଫଳତା ଅବଶ୍ୟ ମିଳିବ
ONTOLOGY:
करना इत्यादि (VOA)">कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
କାହାର ପ୍ରଗତିର ସ୍ତର ଅନୁମାନ କରିବା
Ex. ଶ୍ୟାମ ନୂଆ ଶ୍ରେଣୀରେ କିପରି କରୁଛି?
ONTOLOGY:
मानसिक अवस्थासूचक (Mental State) ➜ अवस्थासूचक क्रिया (Verb of State) ➜ क्रिया (Verb)
କୌଣସି କାର୍ଯ୍ୟରେ ଲାଗିବା ବା କରିବା
Ex. ପ୍ରେମ କର ଯୁଦ୍ଧ ନୁହେଁ / ପ୍ରୟାସ କର / ଅନ୍ୱେଷଣ କର /ଶୁଦ୍ଧ କର
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
କାହାରିକୁ ନିଶ୍ଚିତ ଗୁଣ ଦେବା ବା ଗୁଣ ବା ଲକ୍ଷଣଗୁଡ଼ିକ ସହ ଯୁକ୍ତ କରିବା
Ex. ମୋତେ ମୂର୍ଖ କରନାହିଁ / ଏହାକୁ ଗୋଟିଏ ବଡ଼ ବିବାଦୀୟ ବିଷୟ କରନାହିଁ
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା
Ex. ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି
ONTOLOGY:
मानसिक अवस्थासूचक (Mental State) ➜ अवस्थासूचक क्रिया (Verb of State) ➜ क्रिया (Verb)
ଏକ ନିଶ୍ଚିତ ବା ବିଶେଷ ଢଙ୍ଗରେ ବ୍ୟବହାର କରିବା
Ex. ଆପଣ ମୋତେ ପ୍ରସନ୍ନ କଲେ / ସତର୍କତାର ସହିତ ଏହା କର
ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
ଉନ୍ନତି ବା ଅବନତିରେ ସହାୟତା କରିବା
Ex. ଅନୁଶାସନ ଆମକୁ ମହାନ କରେ
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
(ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା
Ex. ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା
Ex. ମୁଁ କିଛି ଚମତ୍କାର କରିନାହିଁ
ONTOLOGY:
घटनासूचक (Event) ➜ होना क्रिया (Verb of Occur) ➜ क्रिया (Verb)
କରିବା ବା ହେବାପାଇଁ ପ୍ରବୃତ୍ତ କରିବା
Ex. ସେ ତା କାର୍ଯ୍ୟାଳୟରେ ଗୋଳମାଳ କଲା / ସେ ତା କାର୍ଯ୍ୟାଳୟରେ ହୋଇଥିବା ଗୋଳମାଳର କାରଣ
ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
କିଛି କାମ କରିବାର କ୍ରିୟା ବା ଭାବ
Ex. ଇଂରେଜମାନେ ଏଠାରେ ବ୍ୟବସାୟ କରିବାରେ ସଫଳ ହେଲେ
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
କୌଣସି ରୂପରେ ଆଣିବା
Ex. ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)