କୌଣସି ପ୍ରଶ୍ନ ବା କଥା ଶୁଣି ତାହାର ସମାଧାନ କରିବା ନିମନ୍ତେ କୁହାଯାଇଥିବା କଥା
Ex. ଆପଣ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି
ONTOLOGY:
संप्रेषण (Communication) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଦକ୍ଷିଣ ଦିଗର ସମ୍ମୁଖସ୍ଥ ଦିଗ
Ex. ଭାରତର ଉତ୍ତରରେ ହିମାଳୟ ପର୍ବତ ବିରାଜମାନ
ONTOLOGY:
बोध (Perception) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
mniꯑꯋꯥꯡ
urdشمال , اتّر , شمالی سمت ଉତ୍ତର ଦିଗ ସହ ସମ୍ବନ୍ଧିତ
Ex. ଉତ୍ତର ଆମେରିକାର ଅନେକ ଦେଶ ଉନ୍ନତ
ONTOLOGY:
संबंधसूचक (Relational) ➜ विशेषण (Adjective)
ଉତ୍ତର ଦିଗରେ ଥିବା ପ୍ରଦେଶ
Ex. ମହେଶ ଉତ୍ତରର ବାସିନ୍ଦା
ONTOLOGY:
भौतिक स्थान (Physical Place) ➜ स्थान (Place) ➜ निर्जीव (Inanimate) ➜ संज्ञा (Noun)
ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଶୂନ୍ୟଠାରୁ ତିନିଶହ ଷାଠିଏ ଡିଗ୍ରୀ ଉପରେ ହୋଇଥାଏ
Ex. ଉତ୍ତର ସର୍ବଦା ଉତ୍ତର ଦିଗଆଡ଼କୁ ହିଁ ହୋଇଥାଏ
ONTOLOGY:
बोध (Perception) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ବୈଦିକ କାଳର ଗୋଟିଏ ଗୀତ
Ex. ଗାୟକ ଉତ୍ତର ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)