ସାହିତ୍ୟର କଥା ସାହିତ୍ୟ, କାବ୍ୟ, ନାଟକଆଦିରେ ରହିଥିବା ତତ୍ତ୍ୱ ଯାହା ଅନୁରାଗ, କରୁଣା, କ୍ରୋଧ,ରତିଆଦି ମନୋଭାବକୁ ଜାଗ୍ରତ, ପ୍ରବଳ ତଥା ସକ୍ରିୟ କରେ
Ex. ରସର ସଂଖ୍ୟା ନଅ ବୋଲି ଗଣା ଯାଇଥାଏ
HYPONYMY:
ବୀରରସ ଭୟାନକ ରସ ହାସ୍ୟ ରସ କରୁଣ ରସ ଅଦ୍ଭୁତ ରସ ଅନୁରସ ଶୃଙ୍ଗାର ରସ ରୌଦ୍ରରସ ବୀଭତ୍ସ ରସ ଶାନ୍ତ ରସ
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
hinरस
kanರಸ
kokरस
marरस
tamரசம்
telరసాలు
ଗଛ ପତ୍ର ଅଥବା ଫୁଲ ପତ୍ରରେ ରହିଥିବା ତରଳ ପଦାର୍ଥ ଯାହା ଛେଚିଲେ ଓ ମକଚିଲେ ସେଥିରୁ ବାହାରେ
Ex. ନିମ୍ବ ରସ ପିଇଲେ ତଥା ଲଗାଇଲେ ଚର୍ମ ରୋଗ ଭଲ ହୁଏ
HYPONYMY:
ଫଳରସ ଅର୍କ ଫୁଲରସ ତାଡ଼ି କ୍ଷୀର ଅଙ୍ଗୁର ରସ ଆମ୍ବରସ ଆନନ୍ଦଭୈରବ ରସ ଦୋରୁଅ
ONTOLOGY:
भाग (Part of) ➜ संज्ञा (Noun)
Wordnet:
bdबिदै
hinरस
kasرَس
kokरोस
mniꯃꯍꯤ
nepरस
panਰਸ
telరసము
urdعرق , رس , شیرہ
ଫଳ ଭିତରର କୋମଳ ଅଂଶ
Ex. ସେ ପାଚିଲା ଆମ୍ବକୁ ଚିପି ତାର ରସ ବାହାର କରୁଛି
ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmবাদু
bdमोदोम
gujગરભ
kokगरप
malമാംസളഭാഗം
marगर
mniꯃꯇꯣꯡ
tamபழச்சதை
telపప్పు
urdگُودَا , گِرِی
ବୃକ୍ଷରୁ ବାହାରୁଥିବା ବା ବୃକ୍ଷରେ କ୍ଷତକରି ବାହାର କରାଯାଉଥିବା ତରଳ ପଦାର୍ଥ
Ex. କେତେକ ବୃକ୍ଷର ରସ ଔଷଧରୂପେ ପ୍ରୟୋଗ କରାଯାଏ
HYPONYMY:
ମନ୍ନା ସୋମରସ ଶାଳରସ
ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
gujરસ
hinरस
kanಸಸ್ಯರಸ
sanरसः
urdعرق , رس
ବୈଦ୍ୟଶାସ୍ତ୍ର ଅନୁସାରେ ଶରୀରର ସାତ ଧାତୁ ମଧ୍ୟରୁ ପ୍ରଥମ ଧାତୁ
Ex. ଶରୀରରେ ଥିବା ଜଳୀୟଅଂଶ ରସର ଅନ୍ତର୍ଗତ
ONTOLOGY:
द्रव (Liquid) ➜ रूप (Form) ➜ संज्ञा (Noun)
Wordnet:
tamரஸ் ( சாறு )
telరసం
urdرس
କୌଣସି ପଦାର୍ଥର ସାର ବା ତତ୍ତ୍ୱ
Ex. ରସ ବିଭିନ୍ନ ପ୍ରକାରର ହୋଇଥାଏ
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଶାରିରୀକ ପ୍ରକ୍ରିୟା ପାଇଁ କୌଣସି ଗ୍ରନ୍ଥି ବା କୋଶିକାରୁ ସ୍ରାବିତ ହେଉଥିବା ଦ୍ରବ୍ୟ
Ex. ଲାଳ, ହର୍ମୋନ୍ ଆଦି ହେଉଛନ୍ତି ରସ
ONTOLOGY:
शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
kanದ್ರವ
kasرَس , رطوٗبَت
malഎന്സൈം
mniꯊꯥꯗꯣꯛꯂꯛꯄ꯭ꯃꯍꯤ
sanस्त्रावः
tamஉமிழ் நீர்
telశ్రావము
urdعرق , رقیق مادہ , رس