ମଜୁରିଆକୁ ମିଳୁଥିବା ପାରିଶ୍ରମିକ
Ex. ସେ ପ୍ରତିଦିନ ଶହେ ଟଙ୍କା ମଜୁରି ନିଏ
HYPONYMY:
ଧୁଲେଇ ମଜୁରି ବୁଣାଇ ମଜୁରୀ ବାଛିବା ମଜୁରୀ ବିହନବୁଣାମଜୁରି କୁଟା ମଜୁରି ଛପାମୂଲ୍ୟ ବୋହିବା ମଜୁରି ସିଲେଇ ମଜୁରି ଦିନମଜୁରୀ ପେଷାମଜୁରି ଭରିବା ମଜୁରି ବନ୍ଧେଇ ମଜୁରି ଲଦିବାମୂଲ ସିଲେଇମଜୁରୀ ବୁଣାମଜୁରି ହଳମଜୁରୀ କଟାମଜୁରି ଘାସବଛା ମଜୁରି ଲିପାମଜୁରି ଘାଟ ଭଡ଼ା ବାଛିବା ମୂଲ୍ୟ ଯୋଡ଼େଇ ମଜୁରି ତଳ ବସାଇ ଲଗାଇବାର ପାରିଶ୍ରମିକ ଝଡ଼ାମଜୁରି ପୋଛାମଜୁରି ବୁହାଣ ମଜୁରି ଯୋଡ଼େଇ ସିଞ୍ଚନ ମୂଲ ଛାତ ପକାଇବା ଓଜନ ମଜୁରି ଖୋଳାମଜୁରି ଦଣ୍ଡିଆତୋଳା କଉଡ଼ି ପହଞ୍ଚାମଜୁରି ପରିବହନ ମଜୁରି ବୁହାମଜୁରି ଚରେଇବାମଜୁରି ଛପରମଜୁରି ବର୍ତ୍ତନ ଶାଣମଜୁରି ଧୁଆ ମଜୁରି ଲିପା ମଜୁରି ରୋଷାଇ-ମଜୁରି ହଳ ହୋଇଥିବା ଜମିରୁ ଘାସବଛା ମଜୁରି ମୋଟିଆମୂଲ କୋଡ଼ାଇ ଜଗା-ମଜୁରି ନାଲ ବସାଣ ମଜୁରି ଶାଲବୁଣା ମଜୁରି ଦୈନିକ ମଜୁରି ଝଳେଇ ମଜୁରି ମୋହର ଲଗା ମଜୁରୀ ଛିଞ୍ଚା ମଜୁରୀ ଫିଙ୍ଗିବା ମଜୁରୀ ପକେଇବା ମଜୁରୀ ସୂତାକଟା ମଜୁରୀ ହଳିଆ ମଜୁରି ଚିଲମ ସଜା ମଜୁରୀ ଓଲଟାଇବା ମଜୁରୀ ରଙ୍ଗେଇମଜୁରି ଧରାମଜୁରି ଉଡ଼େଇବା ମନ୍ଥିବା ମଜୁରି ବାଡ଼ିଆ ମଜୁରି ଟଣାମଜୁରି ସଜଡ଼ା ମଜୁରୀ ବନ୍ଧେଇବା ମଜୁରି ସୁନାକାମ ମଜୁରି ମଜୁରି ଉତାରିବା ମଜୁରି ପିନ୍ଧାମୂଲ ପାଇଟି ମଜୁରି ଇକ୍କାବନୀ ଖୋଳିବାର ମଜୁରି ମଜାମଜୁରି ବିଛାଇବା ମଜୁରୀ ଢଳାଇମଜୁରି ଉପୁଜାଇବା ସଫାକରିବା ମଜୁରି ଉଠାଇବା ମଜୁରି ଅଠା ଲଗାଇ ମାରିବା
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
bdमुज्रा
benমজদুরি
gujમજૂરી
kanಕೂಲಿ
kokदिसावडो
malകൂലി
mniꯈꯨꯠꯁꯨꯃꯟ
telకూలి
urdمزدوری , اجرت , مزد
ମୂଲିଆ କାମ
Ex. ଚିଖୁରୀ ମଜୁରି ଲାଗି ତା ପରିବାର ଭରଣ ପୋଷଣ କରୁଛି
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmমজদুৰি
bdमुज्रा
gujમજૂરી
hinमजदूरी
kanಕೂಲಿ
kokमानांयपण
malകൂലിപ്പണി
marमजुरी
mniꯃꯤꯒꯤ꯭ꯊꯕꯛ꯭ꯁꯨꯕ
nepमजदुरी
panਦਿਹਾੜੀ
sanकर्मकरता
tamகூலிவேலை
urdمزدوری , محنت
ମଜୁରିଆକୁ ମିଳୁଥିବା ମଜୁରି
Ex. ମଜୁରିଆ କୃଷକ ପାଖରୁ ମଜୁରି ନେବାକୁ ଆସିଛି
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benক্ষেতমজুরী
gujબનિહાર
hinबनिहारी
marशेतमजूरी
urdبنیہاری , اجرت , مُزد
ମଜୁରିଆର କାମ
Ex. ଭରତ ମଜୁରିଲାଗି ତା ପେଟ ପୋଷୁଛି
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benক্ষেতমজুরের কাজ
gujબનિહારી
panਚੌਕੀਦਾਰੀ
urdبنیہاری