Dictionaries | References

ଭାଇ

   
Script: Odia

ଭାଇ     

ori.wordnet.indo | Oriya  Oriya
noun  ଗୋଟିଏ ମାତା ପିତାଙ୍କଠାରୁ ଉତ୍ପନ୍ନ କିମ୍ବା କୌଣସି ବଂଶର କୌଣସି ପିଢିର ବ୍ୟକ୍ତିପାଇଁ ମାତୃ ବା ପିତୃ କୁଳର ସେହି ପିଢିର ଅନ୍ୟ ବ୍ୟକ୍ତି ବା ଯାହାକୁ ଧର୍ମ,ସମାଜ, ଆଇନଆଦିର ଆଧାରରେ ଭାଇର ସ୍ୱୀକୃତି ମିଳିଥାଏ   Ex. ଶ୍ୟାମ ମୋ କକା ପୁଅ ଭାଇ
HYPONYMY:
ଛୋଟ ଭାଇ ବଡ ଭାଇ ପିଉସାପୁଅ ଭାଇ ମଉସାପୁଅ ଭାଇ ସହୋଦର ସାବତ ଭାଇ କକା ପୁଅ ଭାଇ ମାମୁଁ ପୁଅ ଭାଇ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
SYNONYM:
ଭ୍ରାତା ଭ୍ରାତ ସହୋଦର
Wordnet:
asmভাই
bdआदा
benভাই
gujભાઈ
hinभाई
kanತಮ್ಮ
kasبوے
kokभाव
malസഹോദരന്‍
marभाऊ
mniꯃꯌꯥꯝꯕ
nepभाइ
panਭਰਾ
tamசகோதரன்
telసోదరుడు
urdبرادر , بھائی , اخ
noun  ପୁରୁଷମାନଙ୍କପାଇଁ ଏକ ସମ୍ବୋଧନ   Ex. ଭାଇ! ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି କି?
ONTOLOGY:
उपाधि (Title)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ଭାଇନା ଭ୍ରାତ ଭ୍ରାତା
Wordnet:
asmডাঙৰীয়া
benভাই
gujભાઇસાહબ
kasبٲیۍ صٲب
malസഹോദരന്‍
marराव
mniꯏꯌꯥꯝꯕ꯭ꯏꯕꯨꯡꯉꯣ
panਵੀਰ ਜੀ
telఅన్నగారు
urdبھائی صاحب , بھائی
See : ବଡ ଭାଇ, ସହୋଦର

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP