ଏକ ଲମ୍ବା ଶକ୍ତ ଗଛର କାଣ୍ଡ ଯାହାର ଜାଗା ଜାଗାରେ ଗଣ୍ଠି ଥାଏ ଏବଂ ଯାହା ଛପର କରିବା ଏବଂ ପାଚିଆ ଇତ୍ୟାଦି ବନେଇବା କାମରେ ବ୍ୟବହାର କରାଯାଏ
Ex. ସେ ତା ବଗିଚାରେ ବାଉଁଶ ଗଛ ଲଗାଉଛି
HOLO MEMBER COLLECTION:
ବାଉଁଶବଣ
HOLO STUFF OBJECT:
ବାଉଁଶ ପାତିଆ ଖେଞ୍ଚୁଣୀ ଅଠାକାଠି ବାଉଁଶ ନଳୀ
HYPONYMY:
ବାଉଁଶ ମତଙ୍ଗା ବାଉଁଶ ବିଧୁଲୀ ବାଉଁଶ ବାଁସାବାଉଁଶ ବାଳିଆବାଉଁଶ କଣ୍ଟାବାଉଁଶ ମଗରବାଉଁଶ ନଳବାଉଁଶ ଗୋରବା ବାଉଁଶ ଗୋବିୟା ବାଉଁଶ ଲଟଙ୍ଗ ବୋଲଙ୍ଗୀବାଉଁଶ ଭେଭମ ବାଉଁଶ ସିରାଞ୍ଚା ବାଉଁଶ ବେନଙ୍ଗ ରିଙ୍ଗାଲ ବାଉଁଶ ନର୍ରି ଧାମନ ବାଉଁଶ ଗଣ୍ଠିଆ ବାଉଁଶ ତିଲ୍ଲୀ
ONTOLOGY:
वनस्पति (Flora) ➜ सजीव (Animate) ➜ संज्ञा (Noun)
Wordnet:
asmবাঁহগছ
bdऔवा
benবাঁশ
gujવાંસ
hinबाँस
kanಬಿದುರು
kasبٲنس
kokकोंडो
malമുള
marबांबू
mniꯋꯥ꯭ꯄꯥꯝꯕꯤ
nepबाँस
panਬਾਂਸ
sanवेणुः
tamமூங்கில்
urdبانس
ଏକ ପ୍ରକାର ମସୃଣ ପତଳା ବାଉଁଶ
Ex. ବାଉଁଶରୁ କାଗଜ ତିଆରି ହୋଇଥାଏ
ONTOLOGY:
वनस्पति (Flora) ➜ सजीव (Animate) ➜ संज्ञा (Noun)
Wordnet:
benপাতলা বাঁশ
hinबाँसी
kasبانٛسی
panਬਾਂਸੀ
telవెదురుగుజ్జు
urdبانسی