ଯାତ୍ରା ସମୟରେ ବ୍ୟବହାରରେ ଆସୁଥିବା ଥଳି
Ex. ଯାତ୍ରୀଥଳିରେ ଯାତ୍ରା ସମ୍ବନ୍ଧୀୟ ଜିନିଷ ରଖିଦିଅ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benরুকস্যাক
gujઝોયણો
hinरकसैक
kanಪ್ರವಾಸದ ಚೀಲ
kasرَکسیٛک
kokरॅकसॅक
malയാത്രാബാഗ്
marरॅकसॅक
tamபயணப்பை
telచేతి దండం
urdتھیلا , بیگ , رکسیک
କନାରେ ତିଆରି ଏକ ପ୍ରକାରର ପାତ୍ର ଯେଉଁଥିରେ ଜିନିଷ ରଖାଯାଏ
Ex. ଥଳି କଣା ହୋଇଥିବାରୁ କିଛି ଜିନିଷ ରାସ୍ତାରେ ହିଁ ଗଳି ପଡ଼ିଲା
HYPONYMY:
ଥଳି ଚର୍ମଘଟ ପୁରବଟ ବ୍ୟାଗ ତୋବଡ଼ା ପଲାଣ ଚା'ପତି ଥଳି ଧୁକଡ଼ୀ ପିଠିଥଳି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
SYNONYM:
ଝୋଲା ବ୍ୟାଗ୍ ମୁଣି
Wordnet:
bdमना
gujથેલો
hinथैला
kanಚೀಲ
kasتھیٖلۍ
kokपोती
malസഞ്ചി
marथैला
mniꯈꯥꯎ
nepथैलो
panਥੈਲਾ
tamபை
telసంచి
urdتھیلا , جھولا
ଯେଉଁଥିରେ କୌଣସି ବସ୍ତୁ ରଖାଯାଏ
Ex. କଙ୍ଗାରୁ ଦେହରେ ପ୍ରାକୃତିକ ଥଳି ଦେଖିବାକୁ ମିଳେ
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmজোলোঙা
gujકોથળી
hinधानी
kasپَوُچ
malകീശ്ശ
sanकोषः
tamசிறுபை
telసంచి
urdتھیلی