Dictionaries | References

କରିବା

   
Script: Odia

କରିବା     

ori.wordnet.indo | Oriya  Oriya
verb  ପତି ବା ପତ୍ନୀ ରୂପେ ଗ୍ରହଣ କରିବା   Ex. ପ୍ରଥମ ପତ୍ନୀର ସନ୍ତାନ ନହେବା କାରଣରୁ ଫିରତୁ ଦ୍ୱିତୀୟ ସ୍ତ୍ରୀ କଲା
HYPERNYMY:
ଅଙ୍ଗୀକାରକରିବା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
SYNONYM:
ବିବାହ କରିବା
Wordnet:
bdखालाम
benবিয়ে করা
gujકરવું
hinकरना
kanಮಾಡಿಕೊಳ್ಳು
kasکَرُن , خانٛدَر کَرُن
panਕਰਨਾ
tamசெய்துகொள்
telచేసుకొను
verb  କୌଣସି କାମ ଆଦିରେ ଭଲ ଭାବରେ ଲିପ୍ତ ରହିବା   Ex. ତୁମେ ନିଜ କାମ କର, ସଫଳତା ଅବଶ୍ୟ ମିଳିବ
HYPERNYMY:
କାମ କରିବା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
SYNONYM:
ଲାଗି ରହିବା
Wordnet:
benকরা
kanಮಗ್ನನಾಗು
kasکَرٕنۍ
malചെയ്യുക
marकरणे
nepगर्नु
panਕਰਨਾ
urdلگےرہنا , منہمک رہنا , کرنا
verb  କାହାର ପ୍ରଗତିର ସ୍ତର ଅନୁମାନ କରିବା   Ex. ଶ୍ୟାମ ନୂଆ ଶ୍ରେଣୀରେ କିପରି କରୁଛି?
HYPERNYMY:
ଅନୁମାନ କରିବା
ONTOLOGY:
मानसिक अवस्थासूचक (Mental State)अवस्थासूचक क्रिया (Verb of State)क्रिया (Verb)
Wordnet:
kasکَرُن
malചെയ്യുക
marप्रगती करणे
verb  କୌଣସି କାର୍ଯ୍ୟରେ ଲାଗିବା ବା କରିବା   Ex. ପ୍ରେମ କର ଯୁଦ୍ଧ ନୁହେଁ / ପ୍ରୟାସ କର / ଅନ୍ୱେଷଣ କର /ଶୁଦ୍ଧ କର
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
kasکَرُن
sanकृ
telచేయు
urdکرنا
verb  କାହାରିକୁ ନିଶ୍ଚିତ ଗୁଣ ଦେବା ବା ଗୁଣ ବା ଲକ୍ଷଣଗୁଡ଼ିକ ସହ ଯୁକ୍ତ କରିବା   Ex. ମୋତେ ମୂର୍ଖ କରନାହିଁ / ଏହାକୁ ଗୋଟିଏ ବଡ଼ ବିବାଦୀୟ ବିଷୟ କରନାହିଁ
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
bdबानाय
gujબનાવો
verb  କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା   Ex. ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି
HYPERNYMY:
କାମ କରିବା
ONTOLOGY:
मानसिक अवस्थासूचक (Mental State)अवस्थासूचक क्रिया (Verb of State)क्रिया (Verb)
SYNONYM:
ଜାତ କରିବା ସୃଷ୍ଟି କରିବା ଉତ୍ପନ୍ନ କରିବା ଉତ୍ପତି କରିବା ଜନ୍ମ କରିବା
Wordnet:
telచేయు
verb  ଏକ ନିଶ୍ଚିତ ବା ବିଶେଷ ଢଙ୍ଗରେ ବ୍ୟବହାର କରିବା   Ex. ଆପଣ ମୋତେ ପ୍ରସନ୍ନ କଲେ / ସତର୍କତାର ସହିତ ଏହା କର
HYPERNYMY:
କାମ କରିବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
SYNONYM:
ବ୍ୟବହାର କରିବା
Wordnet:
kanಮಾಡು
verb  ଉନ୍ନତି ବା ଅବନତିରେ ସହାୟତା କରିବା   Ex. ଅନୁଶାସନ ଆମକୁ ମହାନ କରେ
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ଗଢ଼ିବା ପ୍ରସ୍ତୁତ କରିବା
Wordnet:
tamஆக்கு
verb  (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା   Ex. ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
କାମ କରିବା କାର୍ଯ୍ୟ କରିବା
Wordnet:
urdکرنا , کام کرنا
verb  କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା   Ex. ମୁଁ କିଛି ଚମତ୍କାର କରିନାହିଁ
HYPERNYMY:
କାମ କରିବା
ONTOLOGY:
घटनासूचक (Event)होना क्रिया (Verb of Occur)क्रिया (Verb)
SYNONYM:
କାମ କରିବା କାର୍ଯ୍ୟ କରିବା
Wordnet:
tamசெய்
verb  କରିବା ବା ହେବାପାଇଁ ପ୍ରବୃତ୍ତ କରିବା   Ex. ସେ ତା କାର୍ଯ୍ୟାଳୟରେ ଗୋଳମାଳ କଲା / ସେ ତା କାର୍ଯ୍ୟାଳୟରେ ହୋଇଥିବା ଗୋଳମାଳର କାରଣ
HYPERNYMY:
କାମ କରିବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
SYNONYM:
କାରଣ ହେବା ହେତୁ ହେବା ନିମିତ୍ତ ହେବା
noun  କିଛି କାମ କରିବାର କ୍ରିୟା ବା ଭାବ   Ex. ଇଂରେଜମାନେ ଏଠାରେ ବ୍ୟବସାୟ କରିବାରେ ସଫଳ ହେଲେ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
କାମକରିବା
Wordnet:
kanಕೆಲಸ ಮಾಡುವುದು
malചെയ്യല്
tamசெய்தல்
telచేయటం
urdکرنا , کام کرنا
verb  କୌଣସି ରୂପରେ ଆଣିବା   Ex. ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ବ୍ୟବହାର କରିବା ପ୍ରସ୍ତୁତ କରିବା
Wordnet:
kasبَناوُن
malരൂപപ്പെടുത്തുക
sanप्रस्थाप्
See : କାମ କରିବା, ସାରିବା, ଦେବା, ଆଣିବା, ତିଆରି କରିବା

Related Words

କରିବା   କାର୍ଯ୍ୟ କରିବା   ଅସୁଲ କରିବା   ସୃଷ୍ଟି କରିବା   ଉତ୍ପତି କରିବା   ଜନ୍ମ କରିବା   ଜାତ କରିବା   ଆଚରଣ କରିବା   ଉତ୍ପନ୍ନ କରିବା   ଉଦ୍ୟମ କରିବା   ଠିକ୍‌ କରିବା   ଧଡ଼ଧଡ଼ କରିବା   ପରୀକ୍ଷଣ କରିବା   ପୂରା କରିବା   ଜାଞ୍ଚ କରିବା   ମୂଲ୍ୟନିର୍ଦ୍ଧାରଣ କରିବା   ମୂଲ୍ୟାଙ୍କିତ କରିବା   ମୂଲ୍ୟାୟନ କରିବା   ସର୍ଜନା କରିବା   ଆରାଧନା କରିବା   ନିର୍ମାଣ କରିବା   ବନ୍ଦୋବସ୍ତ କରିବା   ଅଏଲିଙ୍ଗ୍ କରିବା   ଅକ୍ତିଆର କରିବା   ଅଙ୍କନ କରିବା   ଅଟକଳ କରିବା   ଅଧିଷ୍ଠିତ କରିବା   ଅନ୍ତର କରିବା   ଅନ୍ଦାଜ କରିବା   ଅନ୍ବେଷଣ କରିବା   ଅନୁଧାବନ କରିବା   ଅନୁନୟ କରିବା   ଅନୁରୋଧ କରିବା   ଅପରାଧ କରିବା   ଅପରିଷ୍କାର କରିବା   ଅପିଲ୍‌ କରିବା   ଅବନତ କରିବା   ଅବଲୋକନ କରିବା   ଅବଶୋଷ କରିବା   ଅବଶୋଷିତ କରିବା   ଅଭିବାଦନ କରିବା   ଅଭିମାନ କରିବା   ଅର୍ଚ୍ଚନା କରିବା   ଅଳଙ୍କୃତ କରିବା   ଅସ୍ତବ୍ୟସ୍ତ କରିବା   ଆକୃଷ୍ଟ କରିବା   ଆତଙ୍କିତ କରିବା   ଆନନ୍ଦପ୍ରଦ କରିବା   ଆନନ୍ଦିତ କରିବା   ଆୟତ୍ତ କରିବା   ଆରକ୍ଷଣ କରିବା   ଆହ୍ଲାଦିତ କରିବା   ଆହାର କରିବା   ଇଚ୍ଛାପତ୍ର କରିବା   ଉତ୍କୃଷ୍ଟ କରିବା   ଉତ୍ତମ କରିବା   ଉତ୍ତାପିତ କରିବା   ଉତ୍ପାଟନ କରିବା   ଉତ୍ପାତ କରିବା   ଉଦ୍ଭାବନ କରିବା   ଉଦଯୋଗ କରିବା   ଉନ୍ନତ କରିବା   ଉନ୍ମୋଚିତ କରିବା   ଉପଭୋଗ କରିବା   ଉପାସନା କରିବା   ଉପେକ୍ଷା କରିବା   ଏକତ୍ରିତ କରିବା   ଏକାଠି କରିବା   ଝଗଡ଼ା କରିବା   ଠଣଠଣ କରିବା   ଡିଆଁକୁଦା କରିବା   ତଦାରଖ କରିବା   ତର୍କ କରିବା   ତୀକ୍ଷ୍‌ଣ କରିବା   ତେଜ କରିବା   ତୈଳାକ୍ତ କରିବା   ଥୟ କରିବା   ଦଳାଦଳି କରିବା   ଦ୍ୱେଷ କରିବା   ଦାଢ଼ କରିବା   ଦୀପ୍ତିମାନ କରିବା   ଦେବାଲିଆ କରିବା   ଧ୍ୱଂସ କରିବା   ଧୂପାୟିତ କରିବା   ନକଲ୍ କରିବା   ନଗ୍ନ କରିବା   ନ୍ୟୂନ କରିବା   ନାଶ କରିବା   ନିମନ୍ତ୍ରିତ କରିବା   ନିମ୍ନମୁଖୀ କରିବା   ନିର୍ଣ୍ଣୟ କରିବା   ନିର୍ଦ୍ଧାରଣ କରିବା   ନିର୍ଦ୍ଧାରିତ କରିବା   ନିର୍ମଳ କରିବା   ନିରାକରଣ କରିବା   ନିଶ୍ଚିତ କରିବା   ନିଷ୍ପନ୍ନ କରିବା   ନୀଚା କରିବା   ନୌକରି କରିବା   ପକ୍କା କରିବା   
Folder  Page  Word/Phrase  Person

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP